News7 Logo

ଭଦ୍ରା ହିତାଧିକାରୀଙ୍କୁ ପାଇଁ ଖୁସି ଖବର, ୬୦ ବର୍ଷ ପରେ ମିଳିବ ପେନସନ

NEWS7
Subhadra

ଭୁବନେଶ୍ବର ୧୮।୦୯ : ସୁଭଦ୍ରା ହିତାଧିକାରୀଙ୍କୁ ପାଇଁ ଖୁସି ଖବର । ୬୦ ବର୍ଷ ପରେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ। ଏଥିପାଇଁ ହିତାଧିକାରୀଙ୍କୁ ଆବେଦନ କରିବାକୁ ପଡ଼ିବ । ମଧୁବାବୁ ପେନସନ ଯୋଜନା (MBPY) ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (NSAP)ରେ ସୁଭଦ୍ରା ଯୋଜନାରେ ପୂର୍ବତନ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଚିଠି ହୋଇଛି। ପ୍ରଥମେ ଅଧିକ ବୟସ୍କ/ଦୁର୍ବଳ ଓ ଅପେକ୍ଷା ତାଲିକାରେ ଲୋକଙ୍କୁ ପ୍ରାଥମିକତା ମିଳିବ​​​​​​​