ହୁତୁହୁତୁ ଜଳୁଛି ଚନ୍ଦକା ଜଙ୍ଗଲ, ଭୟଭୀତ ଗ୍ରାମବାସୀ

Published By : Prameya-News7 Bureau | April 22, 2024 IST

ଭୁବନେଶ୍ବର୨୨/୪:ରାଜଧାନୀରେ ଜଙ୍ଗଲ ଜଳୁଛି । ଭୁବନେଶ୍ବର ଝୁମୁକା ରୋଡ ନିକଟ ଚନ୍ଦକା ଜଙ୍ଗଲରେ ନିଆଁ ଲାଗିଛି । ଦୀର୍ଘ ୪ ଘଣ୍ଟା ହେବ ହୁତୁହୁତୁ ହୋଇ ନିଆଁ ଜଳୁଛି । ନିଆଁ ଲିଭା କାର୍ଯ୍ୟରେ ଚନ୍ଦ୍ରଶେଖରପୁର ଓ ମଞ୍ଚେଶ୍ବର ଅଗ୍ନିଶମ ବାହିନୀର ୪ଟି ଗାଡି ନିୟୋଜିତ ଅଛନ୍ତି । ଜଙ୍ଗଲରେ ନିଆଁ ବ୍ୟାପିବା ଯୋଗୁ ଅନେକ ଧନ ଜୀବନ କ୍ଷତି ହେବାର ଆଶଙ୍କା ଦେଖାଦେଇଛି । 


You Can Read: କୂଅରୁ ମିଳିଲା ମହିଳାଙ୍କ ମୃତଦେହ, ସ୍ବାମୀ ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.