LIVE TV

ନୂଆପଡ଼ା ରାଜନୀତିରେ ବିଜେଡିକୁ ଝଟ୍‌କା, ପଦ୍ମ ଧରିଲେ ଲମ୍ବୋଦର ନିଆଲ

NEWS7
lambodara

ଭୁବନେଶ୍ୱର ୧୬/୧୦: ନୂଆପଡ଼ା ରାଜନୀତିରେ ବିଜେଡିକୁ ପୁଣି ଏକ ଝଟ୍‌କା । ବିଜେଡ଼ି ଛାଡି ବିଜେପିରେ ମିଶିଛନ୍ତି । ବିଜେପିରେ ସାମିଲ ହେଲେ ଲମ୍ବୋଦର ନିଆଲ । କଳାହାଣ୍ଡି ଲୋକସଭା ଆସନରୁ ବିଜେଡି ଟିକେଟ୍‌ରେ ଲଢ଼ିଥିଲେ । ପୂର୍ବରୁ ଶହ ଶହ ସମର୍ଥକଙ୍କ ଗହଣରେ ଜୟ ଢୋଲକିଆଙ୍କ ଘରେ ପହଞ୍ଚି କଲେ ଆଲୋଚନା କରିଥିଲେ । 

ସୂଚନା ଥାଉକି, ଆଜି ବିଜେପିରେ ମିଶିବା ପୂର୍ବରୁ ସେ ଜୟ ଢୋଲକିଆଙ୍କ ଘରକୁ ଯାଇଥିଲେ । ଜୟ ଢୋଲକିଆଙ୍କ ସହ କରିଥିଲେ ବୈଠକ । ଦୀର୍ଘ ସମୟ ଆଲୋଚନା ପରେ ବିଜେଡିରୁ ଲମ୍ବୋଦର ନିଆଲ ଇସ୍ତଫା ଦେଇଥିଲେ । ବିଜେଡି ସଭାପତିଙ୍କ ନିକଟକୁ ପଠାଇଥିଲେ ଇସ୍ତଫା ପତ୍ର । ଏହାପର ସେ
BJPର ମିଶ୍ରଣ ପର୍ବରେ ପଦ୍ମ ଧରିଥିଲେ ଳାହାଣ୍ଡି ଲୋକସଭା ଆସନର ବିଜେଡି ପ୍ରାର୍ଥୀ ।