News7 Logo

ସିଂହ ରାଶି ବ୍ୟକ୍ତିଙ୍କୁ ବ୍ୟବସାୟରେ ଭଲ ଫଳ ମିଳିବ, ପରିବାର ସହିତ ଭଲ ସମୟ କାଟିବେ

NEWS7
Know your Horoscope for Sunday 7th September 2025.

ମେଷ- ଦିନଟି ସାଧାରଣ ରହିବ। କିଛି ନୂ କାମ ଆରମ୍ଭ କରିପାରିବେ। ସତର୍କ ରହିଲେ କ୍ଷତି କମ ରହିବ। ମନରେ ବିଷାଦ ଭାବ ଆସିପାରେ। ପରିବାର ସହିତ ସମୟ ବିତାଇବେ।

ବୃଷ- ପରିବାରରେ ଆନନ୍ଦ ଆସିପାରେ। ନୂତନ ବ୍ୟାପାର ଯୋଜନା ଆରମ୍ଭ କରିବା ପାଇଁ ଶ୍ରେଷ୍ଠ ସମୟ ଅଟେ। ମନ ଶାନ୍ତିରେ ରହିବ ଶରୀର ଏବଂ ମାନସିକ ସ୍ଥିତିକୁ ଉତ୍ତମ କରିବ।

ମିଥୁନ- କିଛି ଅସୁବିଧା ବୃଦ୍ଧି ପାଇପାରେ, ତେଣୁ ସତର୍କ ରହିବେ। ବ୍ୟାପାରରେ କିଛି ନୂଆ ଧାରଣା ଆସିବ। ପରିବାର ସହ ସମୟ ବିତାଇବେ।

କର୍କଟ- ଦିନଟି ସାଧାରଣ ରହିବ। କିଛି ନୂତନ କାମ କରିବା ପାଇଁ ଅନୁକୂଳ ସମୟ ଅଟେ। ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବା ଦରକାର। ପରିବାରରେ ଆନନ୍ଦପୂର୍ଣ୍ଣ ମାହୋଲ ରହିବ।

ସିଂହ- ନୂତନ ଧାରଣା ଆସିବ। ବାଣିଜ୍ୟରେ ଦିନଟି ଶ୍ରେଷ୍ଠ ରହିବ। ପରିବାର ସହିତ ଭଲ ସମୟ କାଟିବେ।

କନ୍ୟା- ରାଶିରେ ଶୁଭ ସମୟ ରହିବ। କିଛି ନୂତନ କାମ କରିପାରିବେ, ଯାହା ଆପଣଙ୍କ ପାଇଁ ଲାଭକାରୀ ହେବ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ କ୍ଷେତ୍ରରେ କିଛି ଧ୍ୟାନ ଦେବା ଆବଶ୍ୟକ। ପରିବାର ଶାନ୍ତି ରହିବ।

ତୁଳା- ତୁଳା ରାଶି ବ୍ୟକ୍ତିଙ୍କ ପାଇଁ ଦିନ ଶୁଭ ରହିବ । ବ୍ୟାପାର ଓ ଆର୍ଥିକ ସମ୍ବନ୍ଧୀୟ କାମରେ ସଫଳତା ଆସିବ। ଆପଣଙ୍କ ଶ୍ରେଷ୍ଠତା ପ୍ରଦର୍ଶିତ ହେବ। କିଛି ନୂତନ ସମ୍ପର୍କ ଆରମ୍ଭ ହେବାର ସମ୍ଭାବନା ଅଟେ।

ବିଛା- ଦୃଢ ଇଚ୍ଛାଶକ୍ତି ଯୋଗୁ ସମସ୍ୟା ଦୂର ହେବ। ପ୍ରାରମ୍ଭିକ କ୍ଷେତ୍ରରେ ଦ୍ରୁତ ଫଳ ମିଳିବ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବାର ସମୟ ଅଟେ।

ଧନୁ- ରାଶିରେ ସ୍ଥିରତା ଏବଂ ଆତ୍ମ-ବିଶ୍ବାସ ରହିବ। କୌଣସି କ୍ଷେତ୍ରରେ ଦୃଢ଼ ପରିଶ୍ରମ କରି ଲାଭବାନ ହେବେ। ପରିବାର ସହିତ ସମୟ ବିତାଇବାର ସୁଯୋଗ ମିଳିପାରେ।

ମକର- ବାଣିଜ୍ୟ ବା ନୂତନ ପ୍ରୟାସ କରିପାରିବେ ଆଗକୁ ବଢ଼ିବାର ସମ୍ଭାବନା ରହିବ। ଶକ୍ତି ଓ ଆତ୍ମ-ବିଶ୍ବାସରେ ପୂର୍ଣ୍ଣ ରହିବେ। ପରିବାରରେ କିଛି ଭଲ ସମୟ ବିତାଇପାରିବେ।

କୁମ୍ଭ- ରାଶିରେ ଆପଣଙ୍କ ଦିନଟି ଭଲ ଓ ସ୍ଥିରତା ରହିବ। କୌଣସି ବୃତ୍ତିଗତ କାମରେ ସଫଳତା ଆସିପାରେ। ଉଦ୍ୟମ ଏବଂ ପ୍ରତିଷ୍ଠା ଦେଖିବାକୁ ମିଳିବ। ପରିବାର ସମ୍ବନ୍ଧୀୟ କିଛି ତର୍କ-ବିତର୍କ ହୋଇପାରେ

ମୀନ- ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ଦିନ ଅଟେ । କୌଣସି ନୂତନ ପ୍ରୟାସ ବା ବ୍ୟାପାର ଆରମ୍ଭ କରିପାରିବେ। ସେହିପରି, କିଛି ଆନନ୍ଦ ଭରା ମାହୋଲ ପରିବାରରେ ରହିବ। ଆପଣଙ୍କ ସ୍ବାସ୍ଥ୍ୟକୁ ଧ୍ୟାନ ଦେବା ଆବଶ୍ୟକ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682​​​​​​​