News7 Logo

ମିଥୁନ ରାଶି ବ୍ୟକ୍ତି ବ୍ୟବସାୟରେ ନୂଆ ଯୋଜନାରେ ଫଳପ୍ରଦ ହେବେ, ଧନରେ ସାମାନ୍ୟ ବୃଦ୍ଧି ହେବ

NEWS7
Know your Horoscope for Sunday 14th September 2025.

ମେଷଅନେକ କାର୍ଯ୍ୟରେ ବାଧା ଦେଖାଯିବ। ବ୍ୟବସାୟୀମାନେ ଅନାବଶ୍ୟକ କ୍ଷତିରେ ପଡ଼ିପାରନ୍ତି। ମିତ୍ରଙ୍କ ସହିତ ସମ୍ପର୍କରେ ତିକ୍ତତା ଆସିପାରେ। ସ୍ୱାସ୍ଥ୍ୟରେ ଚିନ୍ତାଜନକ ପରିସ୍ଥିତି ହେବ। ଧନରେ ବ୍ୟୟ ଅଧିକ ହେବ।

ବୃଷଦିନ ଅତ୍ୟଧିକ ଶୁଭଦାୟୀ। କାର୍ଯ୍ୟକ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି ହେବ। ବ୍ୟବସାୟରେ ବଡ଼ ଆର୍ଥିକ ଲାଭ ମିଳିବ। ପରିବାରରେ ଖୁସିର ପରିବେଶ ରହିବ। ସାମାଜିକ କାର୍ଯ୍ୟରେ ମାନ-ସମ୍ମାନ ବଢ଼ିବ। ପୂର୍ବରୁ ବନ୍ଦ ହୋଇଥିବା କାର୍ଯ୍ୟ ସଫଳ ହେବ।

ମିଥୁନକାର୍ଯ୍ୟରେ ଛୋଟ- ଛୋଟ ସଫଳତା ଆସିବ। ବ୍ୟବସାୟରେ କିଛି ନୂଆ ଯୋଜନା ଫଳଦାୟକ ହେବ। ପରିବାରରେ ସୁବିଧାଜନକ ପରିସ୍ଥିତି ଦେଖାଯିବ। ମିତ୍ରଙ୍କ ସହିତ ସହଯୋଗୀଭାବ ହେବ। ଧନରେ ସାଧାରଣ ପ୍ରଗତି ହେବ। ସ୍ୱାସ୍ଥ୍ୟରେ କିଛି କ୍ଷୁଦ୍ର ସମସ୍ୟା ହେବା ସତ୍ତ୍ୱେ ଭୟର କିଛି ନାହିଁ।

କର୍କଟଦିନରେ କେତେକ ସମୟରେ ମିଶ୍ରିତ ପରିଣାମ ଦେଖାଯିବ। କାର୍ଯ୍ୟକ୍ଷେତ୍ରରେ କିଛି ସଫଳତା ମିଳିଲେ ମଧ୍ୟ ବାଧା ଆସିପାରେ। ବ୍ୟବସାୟରେ ସାଧାରଣ ଲାଭ ହେବ। ପରିବାରରେ ଶାନ୍ତିପୂର୍ଣ୍ଣ ପରିସ୍ଥିତି ରହିବ। ଧନରେ କିଛି ଖର୍ଚ୍ଚ ବଢ଼ିପାରେ। ସ୍ୱାସ୍ଥ୍ୟ ସାଧାରଣ ରହିବ।

ସିଂହକାର୍ଯ୍ୟରେ ସୁବିଧା ମିଳିବ ଓ ନୂଆ ପ୍ରସ୍ତାବ ଲାଭକାରୀ ହେବ। ବ୍ୟବସାୟରେ ନୂଆ ସମ୍ପର୍କ ଆର୍ଥିକ ଲାଭ ଆଣିପାରେ। ପରିବାରରେ ଖୁସିମୟ ସମୟ କଟିବ। ସନ୍ତାନ ପକ୍ଷରୁ ଖୁସି ଖବର ଆସିପାରେ। ସାମାଜିକ କାର୍ଯ୍ୟରେ ଆପଣଙ୍କ ସମ୍ମାନ ବଢ଼ିବ। ସ୍ୱାସ୍ଥ୍ୟ ସୁସ୍ଥ ରହିବ।

କନ୍ୟାଦିନଟି ବାଧାପୂର୍ଣ୍ଣ ରହିପାରେ। କାର୍ଯ୍ୟକ୍ଷେତ୍ରରେ ବିଳମ୍ବ ଓ ବିବାଦ ହେବ। ବ୍ୟବସାୟରେ ଅପେକ୍ଷାକୃତ କ୍ଷତି ହୋଇପାରେ। ପରିବାରରେ ମନୋମାଳିନ୍ୟ ଦେଖାଯିବ। ଧନରେ କ୍ଷୟ ହୋଇପାରେ। ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ।

ତୁଳାଅନେକ କାର୍ଯ୍ୟରେ ବିରୋଧ ଦେଖାଦେଇପାରେ। ବ୍ୟବସାୟରେ କ୍ଷତି ହୋଇପାରେ। ପରିବାର ସାମାଜିକ କାର୍ଯ୍ୟରେ ଯୋଗଦେବେ। ସ୍ୱାସ୍ଥ୍ୟରେ କିଛି ଅସୁବିଧା ହୋଇପାରେ

ବିଛାଦିନଟି ଖରାପ ପରିଣାମ ଦେଖାଇପାରେ। କାର୍ଯ୍ୟକ୍ଷେତ୍ରରେ ଚାପ ବଢ଼ିବ। ବ୍ୟବସାୟରେ କ୍ଷତି ହୋଇପାରେ। ପରିବାରରେ ତର୍କ ବିବାଦ ସୃଷ୍ଟି ହେବ। ମିତ୍ରମାନଙ୍କ ସହିତ ସମ୍ପର୍କରେ ତିକ୍ତତା ଆସିପାରେ। ଧନରେ ହାନି, ସ୍ୱାସ୍ଥ୍ୟରେ ଚିନ୍ତା।

ଧନୁକାର୍ଯ୍ୟକ୍ଷେତ୍ରରେ ସୁବିଧା ମିଳିବ। ବ୍ୟବସାୟରେ ଲାଭର ସୁଯୋଗ ଦେଖାଯିବ। ପରିବାରରେ ଖୁସିର ପରିବେଶ ରହିବ। ସନ୍ତାନ ପକ୍ଷରୁ ସୁବିଧା ଆସିବ। ସାମାଜିକ କାର୍ଯ୍ୟରେ ଆପଣଙ୍କୁ ସମ୍ମାନ ମିଳିବ।

ମକରକାର୍ଯ୍ୟରେ ବିଳମ୍ବ ଓ ବାଧା ହୋଇପାରେ। ବ୍ୟବସାୟରେ କ୍ଷତି ହୋଇପାରେ। ପରିବାରରେ ତିକ୍ତତା ବଢ଼ିବ। ସାମାଜିକ ସ୍ଥାନରେ ହାନି ହୋଇପାରେ। ସ୍ୱାସ୍ଥ୍ୟ ସାଧାରଣ ରହିବ

କୁମ୍ଭଦିନଟି ସାଧାରଣରୁ ଭଲ ରହିବ। କାର୍ଯ୍ୟରେ କିଛି ନୂଆ ସୁଯୋଗ ଆସିପାରେ। ବ୍ୟବସାୟରେ ସାଧାରଣ ଲାଭ ମିଳିବ। ପରିବାରରେ ସୁଖ ଓ ସହଯୋଗ ଦେଖାଯିବ। ସାମାଜିକ କାର୍ଯ୍ୟରେ ସମ୍ମାନ ବଢ଼ିବ। ସ୍ୱାସ୍ଥ୍ୟ ଭଲ ରହିବ।

ମୀନକାର୍ଯ୍ୟରେ ସଫଳତା ଆସିବ। ବ୍ୟବସାୟରେ ନୂଆ ସମ୍ପର୍କ ଆପଣଙ୍କୁ ଲାଭ ଦେବ। ପରିବାରରେ ଖୁସିର ପରିବେଶ ରହିବ। ସନ୍ତାନ ପକ୍ଷରୁ ସୁବିଧା ମିଳିବ। ସାମାଜିକ କାର୍ଯ୍ୟରେ ଆପଣଙ୍କୁ ଗୌରବ ମିଳିବ। ସ୍ୱାସ୍ଥ୍ୟ ସୁସ୍ଥ ରହିବ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682​​​​​​​