ବଣାଇ ୨୪।୯: ପୁଣି କେ.ବଲାଙ୍ଗ ଥାନା ବାଙ୍କୋ ପଥର ଖଣି ନିକଟରୁ ଲୁଟ୍ ।  ୭ରୁ ୮ଜଣ ସଶସ୍ତ୍ର ମୁଖାପିନ୍ଧା ଡକାୟତ ଲୁଟିନେଲେ ସୁନାଗହଣା ଓ ଟଙ୍କା । ପୁନିଆ ରାୟଙ୍କ ରାସନ ଦୋକାନରୁ ଟଙ୍କା ସହ ଘରୁ ଲୁଟିନେଲେ ଗହଣା ।

ଗତ କିଛିଦିନ ପୂର୍ବରୁ ପଥର ଖଣି ବିସ୍ଫୋରକ ଲୁଟ୍ ଘଟଣାରେ ପୁନିଆ ରାୟଙ୍କ ପୁଅ ମନୋଜ ରାୟକୁ ମାଓବାଦୀ ସନ୍ଦେହରେ ଉଠାଇ ନେଇଥିଲେ ପୋଲିସ । ଲୁଟ୍ ପଛରେ ମାଓବାଦୀଙ୍କ ହାତଥିବା ସନ୍ଦେହ କରାଯାଉଛି ।