ସୁନ୍ଦରଗଡ଼ ୭।୯: ବାଇକ୍‌କୁ ଧକ୍କା ଦେଲା ଟ୍ରେଲର । ସଡ଼କ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ । ସୁନ୍ଦରଗଡ ରାଜଗାଙ୍ଗପୁର ରାଣୀବନ୍ଧ ନିକଟରେ ଘଟିଛି ଦୁର୍ଘଟଣା । ବାଇକ୍‌କୁ ଧକ୍କା ଦେଲା ଟ୍ରେଲର । ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ମିଳିପାରି ନାହିଁ ।