LIVE TV

ବିସ୍ଫୋରଣରେ ଥରିଲା ପାକିସ୍ତାନ : ଅର୍ଦ୍ଧସାମରିକ ବାହିନୀର ମୁଖ୍ୟାଳୟରେ ଆଟାକ୍

NEWS7
the-city-of-cuttack-is-shaking-in-publicity-cuttack-saw-two-mega-road-shows-in-24-hours--

ପେଶାଓ୍ୱାର, ୨୪/୧୧: ବିସ୍ଫୋରଣରେ ଥରିଲା ପାକିସ୍ତାନ । ପେଶାଓ୍ୱାରରେ ଥିବା ଫ୍ରଣ୍ଟିୟର କୋର୍ ମୁଖ୍ୟାଳୟରେ ଆକ୍ରମଣ ହୋଇଛି । ଏହି ମୁଖ୍ୟାଳୟ ହେଉଛି ପାକିସ୍ତାନ ଅର୍ଦ୍ଧସାମରିକ ବାହିନୀର ହେଡକ୍ୱାର୍ଟର ।

ରିପୋର୍ଟ ଅନୁସାରେ, ସୋମବାର ସକାଳେ ପେଶାଓ୍ୱାର ଥରି ଉଠିଥିଲା । ଏଠାରେ ଥିବା ଅର୍ଦ୍ଧସାମରିକ ବାହିନୀର ମୁଖ୍ୟାଳୟରେ ହଠାତ ଦୁଇଟି ବିସ୍ପୋରଣ ହୋଇଥିଲା । ସ୍ଥାନୀୟ ପୋଲିସ ଏବଂ ସୁରକ୍ଷାକର୍ମୀ ସମସ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ।