ସ୍କର୍ପିଓ ଡ୍ରାଇଭରଙ୍କ ସିରିଜ୍ ଦୁର୍ଘଟଣା : ସାଇକେଲ୍ ଓ ବାଇକ୍‌କୁ ପିଟି ଫେରାର ବେଳେ ଧରାପଡିଲେ

Published By : Prameya-News7 Bureau | March 25, 2024 IST

ସୁନ୍ଦରଗଡ଼ ୨୫।୩: ଯାହାକୁ ବାଟରେ ପାଇଲା ତାକୁ ଧକ୍କା ଦେଲା ପୋଲିସ ଲେଖାଯାଇଥିବା ସ୍କର୍ପିଓ । ସୁନ୍ଦରଗଡ଼ ଟାଉନ୍ ଥାନା ମିଶନ ରୋଡ୍‌ରେ ସ୍କର୍ପିଓ ଡ୍ରାଇଭରଙ୍କ ଉନ୍ମକ୍ତ କାଣ୍ଡ । ପ୍ରଥମେ ଗୋଟିଏ ସାଇକେଲ ଓ ଅନେକ ବାଇକ୍‌କୁ ପିଟି ଦ୍ରୁତ ଗତିରେ ଫେରାର ମାରୁଥିବା ସ୍କର୍ପିଓ ଟ୍ରକ୍‌କୁ ଧକ୍କା ଦେଲା । ଲୋକେ ଧରି ନିର୍ଧୁମ ଛେଚିଲେ ପୋଲିସ ଜିମାଦେଲେ । ସ୍କର୍ପିଓ ସିରିଜ ଧକ୍କାରେ ୪ ଜଣ ଆହତ ହୋଇଛନ୍ତି ।   ଟାଉନ୍ ଥାନାରେ ସ୍କର୍ପିଓ ଡ୍ରାଇଭରକୁ ଅଟକ ରଖିଛି ପୋଲିସ ।

You Can Read :

ବାଇକ୍‌ରେ ଚାଲିଥିଲା ଗଞ୍ଜେଇ ଚାଲାଣ : ୫୦ କେଜି ଗଞ୍ଜେଇ ଜବତ, ଅଭିଯୁକ୍ତ ଗିରଫ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.