LIVE TV

ଘର ଭିତରକୁ ମାଡ଼ିଗଲା ୧୬ ଚକିଆ ଟ୍ରକ, ଅଳ୍ପେକ ବର୍ତ୍ତିଗଲେ ପରିବାର ଲୋକେ

NEWS7
accident

ଘଟଗାଁ ୨୩।୧୦ : ଘର ଭିତରକୁ ମାଡ଼ିଗଲା ୧୬ ଚକିଆ ଟ୍ରକ । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ୨୦ ନମ୍ବର ଜାତୀୟ ରାଜପଥ ଖୁଣ୍ଟା ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ଯେଉଁଥିରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ଲୋକେ ।

ଖବର ଅନୁଯାୟୀ, ଗୁରୁବାର ଦିନ ଘଟଗାଁ ଥାନା ୨୦ ନମ୍ବର ଜାତୀୟ ରାଜପଥ ଖୁଣ୍ଟା ଛକ ନିକଟରେ ଦୁର୍ଘଟଣା । ଛକ ନିକଟସ୍ତ ରାସ୍ତା କଡ଼ରେ ଥିବା ତୋଫାନ ଗିରୀଙ୍କ ଘରେ ଭାରସାମ୍ୟ ହରାଇ ୧୬ ଚକିଆ ଟ୍ରକ ପଶିଯାଇଛିଦୋକାନ ଭାଙ୍ଗି ଯାଇଥିବା ବେଳେ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିଯାଇଛନ୍ତି ଘର ଲୋକେ । ଦୁର୍ଘଟଣା ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରକୁ ଥାନାରେ ଅଟକ ରଖିଛି । ଡ୍ରାଇଭର ଜଣଙ୍କ ନିଶା ଖାଇ ଗାଡ଼ି ଚଳାଉଥିବା ସୂଚନା