News7 Logo

ବେଧଗଡ଼ ଚାଲିଥିଲା କ୍ଷୀର ଅପମିଶ୍ରଣ, ପୋଲିସର ଚଢାଉରେ ଅନେକ ସାମଗ୍ରୀ ଜବତ

NEWS7
ath

ଆଠଗଡ଼ ୧୦।୦୯: ଆଠଗଡ଼ରେ କ୍ଷୀର ଅପମିଶ୍ରଣ। କ୍ଷୀର ଅପମିଶ୍ରଣ ବେଳେ ପୋଲିସ ରେଡ୍ । ରାତିରେ ଚାଲିଥିଲା ଅପମିଶ୍ରଣ। ମଙ୍ଗଳବାର ବିଳମ୍ବିତ ରାତିରେ ଗୁରୁଡ଼ିଝାଟିଆ ଥାନା କୁଷ୍ପଙ୍ଗୀ ନିକଟରେ କ୍ଷୀର ଅପମିଶ୍ରଣ ବେଳେ ରେଡ୍ ହୋଇଛି। ଲୁଣ, ପାଉଡର୍ ଓ କେମିକାଲକୁ ମିଶାଇ କ୍ଷୀର ଅପମିଶ୍ରଣ ହେଉଥିବା ଜଣାପଡ଼ିଛି। କଟକର ଏକ କମ୍ପାନୀକୁ ଯାଉଥିବା ବେଳେ ଏହା ଧରାପଡ଼ିଛି। କ୍ଷୀର ଟ୍ୟାଙ୍କର ଡ୍ରାଇଭର ସହିତ ଅପମିଶ୍ରଣ କରୁଥିବା ଦୁର୍ବୃତ୍ତ ଫେରାର ହୋଇଯାଇଛି। ଘଟଣାସ୍ଥଳରୁ ବ୍ୟବହୃତ ଅପମିଶ୍ରଣ ସାମଗ୍ରୀ ଜବତ କରିଛି ପୋଲିସ।