ଶ୍ରୀମନ୍ଦିର ପରିଚାଳନା କମିଟି ଘୋଷଣା, ୧୦ ଜଣ ସଦସ୍ଯଙ୍କୁ ମିଳିଲା ସ୍ଥାନ

Published By : Prameya-News7 Bureau | August 26, 2025 IST

ପୁରୀ ୨୬।୦୮ : ଘୋଷଣା ହେଲା ଶ୍ରୀମନ୍ଦିର ପରିଚାଳନା କମିଟି । ରାଜ୍ୟ ସରକାରଙ୍କ ଆଇନ୍ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରକାଶିତ ବିଜ୍ଞପ୍ତିରେ ୧୦ ଜଣ ସଦସ୍ୟଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟିରେ ମିଳିଛି ସ୍ଥାନ । 

ତେବେ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ , ପରିଚାଳନା କମିଟିରେ ଡକ୍ଟଟ ସିଦ୍ଧେଶ୍ବର ମହାପାତ୍ର (ମୁକ୍ତି ମଣ୍ଡପ ), ସେବକ କୃଷ୍ଣ ଚନ୍ଦ୍ର ସାମନ୍ତରାୟ, ମଧୁସୂଦନ ସିଂହାରୀ, ଜଗନ୍ନାଥ ପୂଜା ପଣ୍ଡା, ଗଣେଶ ଦାସମହାପାତ୍ର, ରାମନାରାୟଣ ଗୋଚ୍ଛାୟତ,ଶ୍ରୀ ରଘୁବର ଦାସମହାରାଜ (ମଠ), ପୂର୍ବତନ ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ, ଏ.କେ ସାବତ, ମହେଶ କୁମାର ସାହୁ ନାଁ ଘୋଷଣା କରିଛନ୍ତି ସରକାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.