ଯୁଦ୍ଧ ସ୍ଥିତିକୁ ଦେଖି ରାଜ୍ୟ ସରକାରଙ୍କ ପ୍ରସ୍ତୁତି, କେନ୍ଦ୍ର ସରକାରଙ୍କ ସଂସ୍ଥାପନରେ ବଢାଯାଇଛି ସୁରକ୍ଷା : ସୁରେଶ ପୂଜାରୀ

Published By : Prameya-News7 Bureau | May 09, 2025 IST

ଭୁବନେଶ୍ବର ୯: ଯୁଦ୍ଧ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତି ବଢାଇଛନ୍ତି । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମୁଖ୍ୟ ଶାସନ ସଚିବ, ଡିଜିଙ୍କ ସହ ଆଲୋଚନା କରିଛନ୍ତି । ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଯେଉଁଠି ଯେଉଁଠି କେନ୍ଦ୍ର ସରକାରଙ୍କ ସଂସ୍ଥାପନ ଅଛି ଚାନ୍ଦିପୁର, ହୀରାକୁଦ, ସଇଁତଳା ଗୋଳାବାରୁଦ କାରଖାନା ଭଳି ସ୍ଥାନରେ ସୁରକ୍ଷା ବଢ଼ାଯାଇଛି । ରାଜ୍ୟରେ ଥିବା ପର୍ଯ୍ୟଟନସ୍ଥଳୀ ଗୁଡିକରେ ଯାଞ୍ଚ ଏବଂ ସୁରକ୍ଷା କଡ଼ାକଡ଼ି କରାଯାଇଛି । ଏଇଟା ଟ୍ରେଲର, ଫିଲ୍ମ ବାକି ଅଛି । ଆତଙ୍କବାଦ ବିରୋଧରେ ଏଇଟା ଶେଷ ଲଢେଇ ବୋଲି ସୁରେଶ ପୂଜାରୀ କହିଛନ୍ତି ।

You Can Read:

ପୁରୀର ପ୍ରମୁଖ ପ୍ରବେଶ ପଥରେ ପୋଲିସର ବ୍ଲକିଂ ଚେକିଂ : ଭୟଭୀତ ନହେବାକୁ ଏସ୍‌ପିଙ୍କ ଅପିଲ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.