ବୃଦ୍ଧା ହତ୍ୟାକାରୀକୁ ଆଜୀବନ ଜେଲ୍,ରାୟ ଶୁଣାଇଲେ ନୟାଗଡ ଜିଲ୍ଲା ଓ ଦୌରାଜଜ୍

Published By : Prameya-News7 Bureau | April 30, 2024 IST

ନୟାଗଡ ୩୦/୪: ନୟାଗଡ ଟାଉନ ଥାନା ରତନପୁରରେ ବୃଦ୍ଧାଙ୍କୁ ଗୋଡାଇ ଗୋଡାଇ ହତ୍ୟା ଘଟଣା । ଅଭିଯୁକ୍ତ ସନ୍ତୋଷ ବେହେରାକୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି । ୧୩ ଜଣ ସାକ୍ଷୀ ଓ ପୋଲିସର ତଦନ୍ତ ଆଧାରରେ ରାୟ ଶୁଣାଇଛନ୍ତି ନୟାଗଡ ଜିଲ୍ଲା ଓ ଦୌରାଜଜ୍‌ । 

୨୦୨୨ ସେପ୍ଟେମ୍ବର ୯ରେ ଜମିବାଡି ବିବାଦକୁ କେନ୍ଦ୍ର କରି ବିଭତ୍ସ ହତ୍ୟାକାଣ୍ଡ ପୁରା ଅଞ୍ଚଳକୁ ଥରାଇ ଦେଇଥିଲା। ଗାଁର ବୃଦ୍ଧା ରଜନୀ ସାହୁ ଗାଧୋଇ ସାରି ଫେରୁଥିବାବେଳେ ଗାଁ ଦାଣ୍ଡରେ ଗୋଡାଇ ଗୋଡାଇ କଟୁରୀରେ ବିଭତ୍ସ ଭାବରେ ହତ୍ୟା କରିଥିଲା ଅଭିଯୁକ୍ତ ସନ୍ତୋଷ ।

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.