ପ୍ରଜାମେଳି କରି ଭୋଟ୍ ବର୍ଜନ କଲେ ନକ୍ସଲ ଅଧ୍ୟୁଷିତ ୧୦ଖଣ୍ଡ ଗ୍ରାମବାସୀ

Published By : Prameya-News7 Bureau | May 13, 2024 IST

ନବରଙ୍ଗପୁର ୧୩।୫: ନବରଙ୍ଗପୁର ଉମରକୋଟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନକ୍ସଲ ଅଧ୍ୟୁଷିତ ରାଇଘର ବ୍ଲକ ଖୁଡୁକୁ ପଞ୍ଚାୟତର ୧୦ଖଣ୍ଡ ଗ୍ରାମବାସୀ ପ୍ରଜାମେଳି କରି ଭୋଟ୍ ବର୍ଜନ । ଆଡମାଧମକୀ, ଲାଲ ବଟରଲୀ, ଚିଡ଼େଇପାଣି, ଘଇତାବେଡ଼ା ଏହିଭଳି ୧୦ଖଣ୍ଡ ଗାଁର ୩ ଭୋଟ୍ ଦାନ କେନ୍ଦ୍ର ଖୁଡୁକୁ, କନ୍ଦାଚୁଁଆ, କେରାଡ଼ିହି ଭୋଟଦାନ କେନ୍ଦ୍ରର ଶତାଧିକ ଲୋକେ । ଗ୍ରାମବାସୀମାନେ ଜଙ୍ଗଲ ଜମି ଅଧିକାର, ଏଫଆରସି କମିଟି ଗଠନ, ଗାଁକୁ ରାସ୍ତା, ସ୍କୁଲ ଏବଂ ପିଇବା ପାଣି ସହ ଗାଁରେ ଭୋଟ୍‌ ଦାନକେନ୍ଦ୍ରକୁ ନେଇ ପ୍ରଜାମେଳି କରି ଭୋଟ୍ ବର୍ଜନ କରିଛନ୍ତି ଶତାଧିକ ଲୋକେ ।

You Can Read :

ଆଇନଜୀବୀଙ୍କ ଭୋଟ୍ ଉପରେ ନଜର, କଟକର ବିଭିନ୍ନ କୋର୍ଟରେ କଂଗ୍ରେସ ପ୍ରାର୍ଥୀ ସୋଫିଆଙ୍କ ପ୍ରଚାର

  • odisha
  • OdishaNews
  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.