LIVE TV

ପୋଲିସ SI ପରୀକ୍ଷାରେ ଜାଲିଆତି ଉଦ୍ୟମ ଅଭିଯୋଗ : ବ୍ରହ୍ମପୁର ପୋଲିସ ଦ୍ବାରା ଶତାଧିକ ପରୀକ୍ଷାର୍ଥୀ ଅଟକ ସୂଚନା

NEWS7
Berhampur

ବ୍ରହ୍ମପୁର ୩୦।୯: ଓଡ଼ିଶା ପୋଲିସ ଏସ୍‌ଆଇ ପଦବୀର ବଡ଼ ଜାଲିଆତି ପଦାରେ ପଡ଼ିଥିବା ଚର୍ଚ୍ଚାପୋଲିସ ଏସ୍‌ଆଇ ପରୀକ୍ଷାରେ ଜାଲିଆତି କରିବାକୁ ଉଦ୍ୟମ କରୁଥିବା ସୂଚନା । ବ୍ରହ୍ମପୁର ପୋଲିସ ଦ୍ବାରା ଶତାଧିକ ଏସ୍‌ଆଇ ପରୀକ୍ଷାର୍ଥୀ ଅଟକ । ଏକ ସଂସ୍ଥା ଆନ୍ଧ୍ରପ୍ରଦେଶ ନେଉଥିବା ବେଳେ ଧରାପଡିଥିବା ସୂଚନା ମିଳିଛି ।

ଓଡ଼ିଶା ପୋଲିସର ସବ୍‌ ଇନ୍ସପେକ୍ଟର ପଦବୀ ପରୀକ୍ଷା ଜାଲିଆତି ପାଇଁ ଯାଉଥିଲେ ବୋଲି କୁହାଯାଉଛିପରୀକ୍ଷା ଦାୟିତ୍ବ ନେଇଥିବା ସଂସ୍ଥା ଜାଲିଆତି କରିବାକୁ ଏମାନଙ୍କୁ ନେଉଥିବା ସୂଚନା ମିଳିଛି ୩ଟି ଗାଡ଼ିରେ ୧୨୦ ପରୀକ୍ଷାର୍ଥୀଙ୍କୁ ନିଆ ଯାଉଥିଲା । ଶ୍ରୀକାକୁଲମରେ ଧରାପଡ଼ିବା ପରେ ବ୍ରହ୍ମପୁର ଆଣି ପୋଲିସ ପଚରାଉଚରା କରୁଥିବା ଜଣାପଡିଛି ।