ଆଉନାହାଁନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ, ୮୭ ବର୍ଷ ବୟସରେ ବରିଷ୍ଠ ରାଜନେତାଙ୍କ ଦେହାନ୍ତ

NEWS7
mary-kom-heading-for-a-divorce-media-report-claims

ଭୁବନେଶ୍ୱର ୧୩/୦୨: ନୀରବି ଗଲା ଜଣେ ରାଜନେତାଙ୍କ ସ୍ୱର । ଆଉ ନାହାଁନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁ ଚରଣ ଲେଙ୍କା । ୮୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି ।