ରାଣୀହାଟରେ ଖୋଲିଲା ଲଣ୍ଡନ ବେରୀର ନୂଆ ଆଉଟଲେଟ, ଓଡ଼ିଶାରେ କମ୍ପାନିର ତୃତୀୟ ଶୋରୁମ୍

Published By : Prameya-News7 Bureau | April 30, 2025 IST

କଟକ: ଭାରତରେ ସୁଖ୍ୟାତି ଅର୍ଜନ କରିଥିବା ଲୋକପ୍ରିୟ ବ୍ରାଣ୍ଡ୍‌ ଲଣ୍ଡନ ବେରୀ କଟକ ରାଣୀହାଟ ଠାରେ ଏହାର ନୂଆ ମେନ୍ସ ଆଉଟଲେଟ ଖୋଲିଛି। ପୂର୍ବରୁ ଓଡ଼ିଶାର ଦୁଇଟି ସ୍ଥାନରେ ଯଥା ଯାଜପୁର ଓ ଭୁବନେଶ୍ବରରେ ଆଉଟଲେଟ ଥିବାବେଳେ କଟକରେ ଓଡ଼ିଶାର ତୃତୀୟ ଆଉଟଲେଟ୍ ଖୋଲିଛି।

ବୁଧବାର କମ୍ପାନିର ଅଧିକାରୀ, ଭାଗିଦାରୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ଶୋରୁମର ଉଦଘାଟନ କରାଯାଇଥିଲା। କଟକରେ ଖୋଲିଥିବା ଏହି ଏକ୍ସକ୍ଲୁସିଭ ମେନ୍ସ ଆଉଟଲେଟରେ ସବୁ ପ୍ରକାରର ସାର୍ଟ, ଡେନିମ୍ ଜିନ୍ସ, ସର୍ଟସ ପାଣ୍ଟ , ଟାଏ , ବେଲ୍ଟ, ଓ୍ବାଲେଟ୍, ବ୍ଲେଜର ଉପଲବ୍ଧ  ରହିଛି । ବାଏ ଓ୍ବାନ ଗେଟ୍ ଟୁ , ବାଏ ଟୁ  ଗେଟ୍ ୪ , ସିଙ୍ଗଲ ପିସ୍ ଉପରେ ୬୦ ପ୍ରତିଶତ ରିହାତି ମଧ୍ୟ ମିଳୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.