ସମୟ ପୂର୍ବରୁ ସରିଲା ବିଧାନସଭା ଶୀତ ଅଧିବେଶନ, ସମୁଦାୟ ୧୧ ଦିନ ଚାଲିଲା ଗୃହ

NEWS7
law-and-order-situation-in-state-issues-raised-in-assembly

ଭୁବନେଶ୍ୱର ୦୯।୧୨ : ଶେଷ ହେଲା ବିଧାନସଭା ଅଧିବେଶନ । ୧୮ କାର୍ଯ୍ୟ ଦିବସ ପୂର୍ବରୁ ବନ୍ଦ ହେଲା ବିଧାନସଭା । ମୋଟ ୨୯ଟି କାର୍ଯ୍ୟ ଦିବସରୁ ୧୧ ଦିନ ଚାଲିଲା । ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କଲେ ବାଚସ୍ପତି ସୁରମା ପାଢୀ ।