ମେଷ- କୌଣସି ଗୁପ୍ତ ଖବର ମିଳିପାରେ। ଅନ୍ୟମାନଙ୍କ ସହ ମତଭେଦ ହେବା ସମ୍ଭାବନା ରହିଛି। ଧନ ଋଣ ନିମନ୍ତେ ଚିନ୍ତା କମିପାରେ। ପୁରୁଣା କାମ ସଫଳ ହେବ। ସ୍ୱାସ୍ଥ୍ୟ ଠିକ ରହିବ। ଅନାବଶ୍ୟକ ଚିନ୍ତାରୁ ଦୂରେଇ ରୁହନ୍ତୁ ।
ବୃଷ- ପ୍ରେମ ଓ ସମ୍ପର୍କରେ ନୂଆ ଆଶା ଜନ୍ମ ନେବ। ବ୍ୟବସାୟରେ ଲାଭ ମିଳିପାରେ। ବନ୍ଧୁଙ୍କ ସହଯୋଗ ରହିବ। ପ୍ରତିଯୋଗିତାରେ ସଫଳତା ମିଳିପାରେ । ମନ ଶାନ୍ତି ରହିବ। ଦିନ ମଧ୍ୟମ ହେବା ସମ୍ଭାବନା ।
ମିଥୁନ- ନିଯୁକ୍ତିରେ ନୂଆ ସୁଯୋଗ ମିଳିପାରେ। ବଡ଼ ଲୋକଙ୍କ ସହ ଯୋଗାଯୋଗ ବଢ଼ିପାରେ । ମନ ଆଳସ୍ୟ ରହିପାରେ, କାମ ଠାରେ ଧ୍ୟାନ ଦିଅ। ବଡ଼ ନିଷ୍ପତ୍ତି ନେବାରେ ସତର୍କ ରୁହନ୍ତୁ । ଯାନବାହନରେ ସାବଧାନତା ଅବଲମ୍ବନ କରନ୍ତୁ।
କର୍କଟ- ଧନ ଲାଭ ଓ ଯାତ୍ରା ଯୋଗ ରହିଛି। ବାହାରେ କାମ କରିଥିବା ଲୋକ ପାଇଁ ଦିନ ଭଲ। ବୃଦ୍ଧି ଓ ସମ୍ମାନ ମିଳିପାରେ। ପିଲାମାନଙ୍କୁ ନେଇ ଚିନ୍ତା କମିପାରେ। ମନ ଖୁସି ରହିବ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିପାରେ।
ସିଂହ- ନୂଆ ଯୋଜନା ଆରମ୍ଭ ହେବାର ସମ୍ଭାବନା। ରାଜନୈତିକ କିମ୍ବା ସାମାଜିକ କାର୍ଯ୍ୟରେ ଲୋକପ୍ରିୟତା ମିଳିପାରେ। ନିଜ ମନରୁ ଶକ୍ତି ମିଳିବ। ଶତ୍ରୁ ଦୁର୍ବଳ ହେବେ। ଅନ୍ୟମାନଙ୍କୁ ନେଇ ସତର୍କ ରୁହନ୍ତୁ ।
କନ୍ୟା- ମନ ଉଦବିଘ୍ନ ରହିପାରେ, ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ପ୍ରେମ ଓ ସମ୍ପର୍କରେ ଭୁଲ ବୃଦ୍ଧି ହେଇପାରେ। ଆର୍ଥିକ ଅବସ୍ଥା ସଧାରଣ ରହିବ। ନିଜର ଲାଗି କିଛି ସମୟ ଦିଅନ୍ତୁ। ବୃଦ୍ଧି ପାଇଁ ସହଯୋଗ ମିଳିପାରେ।
ତୁଳା- ପ୍ରେମ ଓ ବ୍ୟବସାୟ ଦୁହିଁରେ ଗତି ଆସିବ। ଧନର ଉପରେ ଅଧିକ ଖର୍ଚ୍ଚ ହେବ। ବୃଦ୍ଧି ଓ ସଫଳତା ମିଳିପାରେ। ଅନାବଶ୍ୟକ କଥାରୁ ଦୂରେଇ ରୁହନ୍ତୁ ।
ବୃଷ- ଜମି ଘର ନିମନ୍ତେ କିଛି ନିଷ୍ପତ୍ତି ହେବ। ବ୍ୟବସାୟରେ ସୁଖଦ ଫଳ ମିଳିପାରେ। ଅଭିଯୋଗ କିମ୍ବା ଅସୁଯୋଗ ହେବା ସମ୍ଭାବନା ରହିଛି। ବିନା କାରଣ ମୁଖ ଖୋଲିବା ଠିକ୍ ନୁହେଁ।
ଧନୁ- ଯାତ୍ରା ଓ ଶିକ୍ଷା ସମ୍ବନ୍ଧୀୟ କାମରେ ଗତି ଆସିବ। ଅଭିଜ୍ଞତା ବଢ଼ିବ। ବଡ଼ ଲୋକଙ୍କ ସହଯୋଗ ମିଳିବ। ନିଜ ଉଦ୍ୟମରେ ଶ୍ରେଷ୍ଠତା ଆସିପାରେ।
ମକର- କାମରେ ଅଧିକ ଦାୟିତ୍ୱ ମିଳିପାରେ। ସମୟ ଅନୁସାରେ ନିଷ୍ପତ୍ତି ନେବା ଦରକାର। ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ।
କୁମ୍ଭ- ସାମାଜିକ ଓ ବ୍ୟବସାୟ ଜୀବନରେ ସଫଳତା ମିଳିପାରେ। ମନ ଖୁସି ରହିବ। ଶ୍ରମରେ ସଫଳତା ପାଇବେ। ବଡ଼ କାମରେ ନିଜ ଉଦ୍ୟମ ଫଳ ଦେବ। ବରିଷ୍ଠଙ୍କ ଆଶୀର୍ବାଦ ମିଳିପାରେ ।
ମୀନ- ଆର୍ଥିକ ଲାଭ ଓ ମାନସିକ ସମାଧାନ ମିଳିପାରେ । ଅନ୍ୟମାନଙ୍କ ସହ ସମ୍ପର୍କ ଭଲ ହେବ । କିଛି ନୂଆ ଶିଖିବା ଯୋଗ ରହିଛି । ଦିନ ଶୁଭ ରହିବ । ଉତ୍ସାହ ଓ ଧୈର୍ଯ୍ୟରେ କାମ କରନ୍ତୁ ।
ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ – 8249826682