U19 World Cup: ରୋମାଞ୍ଚକର ମ୍ୟାଚରେ ବାଂଲାଦେଶକୁ ମାତ୍ ଦେଲା ଭାରତ, ଚମକିଲେ ବୈଭବ-ବିହାନ

NEWS7
did-tamannaah-bhatia-and-vijay-varma-split-because-of-marriage-pressure

ବୁଲାୟୋ: ୧୯ ବର୍ଷରୁ କମ ବିଶ୍ଵକପରେ ଭାରତର ଦମଦାର ବିଜୟ। ଟୁର୍ଣ୍ଣାମେଣ୍ଟରେ ନିଜର ଦ୍ଵିତୀୟ ମ୍ୟାଚରେ ଭାରତ ରୋମାଞ୍ଚକର ମୁକାବିଲାରେ ବାଂଲାଦେଶକୁ ୧୮ ରନରେ ମାତ୍ ଦେଇଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚକୁ ଡକ ଓ୍ଵର୍ଥ ଲୁଇସ ନିୟମରେ ଜିତି କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କରିଛି ଆୟୁଷ ମହାତ୍ରେଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ। ଆଉ ମ୍ୟାଚରେ ହିରୋ ସାଜିଛନ୍ତି ବିହାନ ମାଲହୋତ୍ରା। ସେ ୪ ଓଭରରେ ୪ ଓ୍ଵିକେଟ୍ ନେଇଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୩୮ ରନ କରିଥିଲା। ବୈଭବ ସୂର୍ଯ୍ୟବଂଶୀ ୭୨ ରନ ଓ ଅଭିଜ୍ଞାନ କୁଣ୍ଡୁ ୮୦ ରନ କରିଥିଲେ। ବାଂଲାଦେଶକୁ ଡିଏଲଏସ ଅନୁସାରେ, ୨୯ ଓଭରରେ ୧୬୫ ରନର ବିଜୟ ଲକ୍ଷ୍ୟ ମିଳିଥିଲା। ଜବାବରେ ଦଳ ୧୪୬ ରନ କରି ପାରିଛି।

News updating...