ଭୁବନେଶ୍ବର ୨୨।୪: ମିଶନ ଶକ୍ତି ପୁନର୍ଗଠନ ନିଷ୍ପତ୍ତିକୁ ହାଇକୋର୍ଟଙ୍କ ରହିତାଦେଶ ପରେ ପ୍ରତିକ୍ରିୟା ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ମିଶନ ଶକ୍ତି ପୁନର୍ଗଠନ ନିଶ୍ଚିତ ହେବ । କିଛି ସମୟ ବିଳମ୍ବ ହେଇପାରେ, କିନ୍ତୁ ଗାଁରେ ମହିଳା ମାନେ ମନ ବନାଇ ନିଅନ୍ତୁ ଯେ SHG ପୁନର୍ଗଠନ ସୁନିଶ୍ଚିତ ହେବ । ନେତୃତ୍ୱ ପରିବର୍ତ୍ତନ ହେଲେ ମହିଳାଙ୍କ ବିକାଶ ସୁନିଶ୍ଚିତ ହେବ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ।
You Can Read:
ପ୍ରଥମ ପ୍ରେମିକାଙ୍କୁ ଛାଡି ବିବାହ କରିଥିଲେ, ହେଲେ ମନ ରହିଥିଲା ପ୍ରଥମ ପାଖରେ : ଶେଷରେ ଉଠାଇନେଲା ପୋଲିସ