LIVE TV

ବାଣ ଦୋକାନରେ ଲାଗିଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ବାଣ

NEWS7
Khalikote

ଖଲ୍ଲିକୋଟ ୧୦: ବାଣ ଦୋକାନରେ ଲାଗିଲା ନିଆଁ । ଜଳିଗଲା ଲକ୍ଷାଧିକ ଟଙ୍କାର ବାଣ । ଦୀପାବଳି ପାଇଁ ଗଞ୍ଜାମ ଜିଲ୍ଲା ରମ୍ଭାରେ ହୋଇଥିବା ୩ଟି ବାଣ ଦୋକାନରୁ ଦୁଇଟି ଦୋକାନରେ କୌଣସି କାରଣରୁ ନିଆଁ ଲାଗି ଜଳିଗଲା ଦୋକାନ । ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀର ଦୁଇଟି ଗାଡ଼ି ନିୟୋଜିତ ହୋଇଛି ।