ହୋର୍ଡିଂ ଟ୍ରାଜେଡି ପରେ BMC କମିଶନରଙ୍କ ବଡ଼ ବୟାନ, କହିଲେ ଏଣିକି କରିବାକୁ ପଡ଼ିବ ଏହି କାମ

NEWS7
buying-gold-will-be-expensive-tax-on-export-of-diesel-and-petrol-also-increased

ଭୁବନେଶ୍ୱର ୨୭।୦୨ : ହୋର୍ଡିଂ ଟ୍ରାଜେଡି ପରେ ବିଏମ୍ସିର ପଶିଲା ଚେତା । ଏଣିକି ପ୍ରତି ହୋର୍ଡିଂର ହେବ ତୃତୀୟ ପକ୍ଷ ଇନ୍ସ୍ୟୁରାନ୍ସ । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଲାଗିଥିବା ହୋର୍ଡିଂଗୁଡ଼ିକୁ ସୁବ୍ୟବସ୍ଥିତ କରାଯାଇଛି । ସ୍ଥାୟୀ ପ୍ରମାଣପତ୍ର ଦେବା ପାଇଁ ବାଧ୍ୟତାମୂଳକା କରାଯାଇଛି ବୋଲି କହିଛନ୍ତି ବିଏମ୍ସି କମିଶନର ଚଞ୍ଚଲ ରଣା ।