News7 Logo

କଟକରୁ ଜବତ ହେଲା ୩୯ ଲକ୍ଷ ଟଙ୍କାର ଧଳା ଜହର, ଜଣେ ଅଭିଯୁକ୍ତ ଗିରଫ

NEWS7
Arrest

କଟକ ୯: ପୁଣି କଟକରୁ ଜବତ ହେଲା ଧଳା ଜହର । ୩୯ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କଲା ରାଜ୍ୟ ଅବକାରୀ ବିଭାଗ ପ୍ଲାଇଂ ସ୍କ୍ୱାଡ୍

ବାଲେଶ୍ଵର ଜଳେଶ୍ଵରରୁ ବ୍ରାଉନସୁଗାର ନେଇ ଅନୁଗୋଳ ଯାଉଥିବା ସମୟରେ ମଙ୍ଗୁଳି ଛକ ନିକଟରେ ମାଡ଼ି ବସିଥିଲା ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ହେଲେ ଅନୁଗୋଳର ଜଗନ୍ନାଥ ଜେନା । ଜଗନ୍ନାଥ ପୂର୍ବରୁ ବ୍ରାଉନସୁଗାର ଚାଲାଣ କରୁଥିବା ବେଳେ ଗିରଫ ମଧ୍ୟ ହୋଇଥିଲା । ତେବେ ଆଜି ପୁଣି ଅବକାରୀ ବିଭାଗ ହାତରେ ଧରପଡ଼ିଛି ଜଗନ୍ନାଥ ।