କଣ ରହିବ ନିର୍ବାଚନୀ ଇସ୍ତାହାର ? ଲୋକଙ୍କ ମତ ଲୋଡିଲା ବିଜେଡି

Published By : Prameya-News7 Bureau | April 18, 2024 IST

ଭୁବନେଶ୍ବର ୧୮/୪: ଏଥର ଲୋକଙ୍କର ମତାମତ ଅନୁସାରେ ନିର୍ବାଚନୀ ଇସ୍ତାହାର ଆଣିବ ବିଜେଡି । ତା ପୂର୍ବରୁ ଭିଡିଓ ପୋଷ୍ଟ କରି ଲୋକଙ୍କ ମତ ଲୋଡିଛନ୍ତି  ‘ମୋ ଓଡ଼ିଶା ନବୀନ ଓଡ଼ିଶା’ ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ଏଥିପାଇଁ  [email protected]ରେ ମତାମତ ଦେବାକୁ ଅପିଲ କରିଛନ୍ତି । ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ଗୁରୁତ୍ବ ଦିଅନ୍ତି । ଏଥର ଲୋକଙ୍କ ମତାମତ ଜାଣି ବିଜେଡି ନିର୍ବାଚନୀ ଇସ୍ତାହାର ଆଣିବ ।

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.