କଂଗ୍ରେସ ଭବନରେ ଟିକେଟ ତାତି, ପିପିଲି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ପରିବର୍ତ୍ତନ ଦାବି

Published By : Prameya-News7 Bureau | April 22, 2024 IST

ଭୁବନେଶ୍ବର୨୨/୪: କଂଗ୍ରେସ ଭବନରେ ଟିକେଟ ତାତି । ପିପିଲି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ । କଂଗ୍ରେସ ଭବନର ଗେଟ ବନ୍ଦ କରି ବିରୋଧ ପ୍ରଦର୍ଶନ କରାଯାଇଛି । ପିପିଲି ନିର୍ବାଚନ ମଣ୍ଡଳୀ ପାଇଁ ଜ୍ଞାନ ରଞ୍ଜନ ପଟ୍ଟନାୟକଙ୍କୁ ଦଳ ପ୍ରାର୍ଥୀ କରିଥିବାବଳେ ପ୍ରାର୍ଥୀ ପରିବର୍ତ୍ତନ ପାଇଁ ଦାବି କରୁଛନ୍ତି କଂଗ୍ରେସ କର୍ମୀ ।

ପିପିଲି ନିର୍ବାଚନ ମଣ୍ଡଳିରେ ନିଶିକାନ୍ତ ମିଶ୍ର ଦୀର୍ଘଦିନ ହେବ କାମ କରିଥିବାବେଳେ ତାଙ୍କୁ କାହିଁକି ଟିକେଟ ଦିଆଯିବନି ବୋଲି ପ୍ରଶ୍ନ ଉଠିଛି । ତୁରନ୍ତ ପ୍ରାର୍ଥୀ ପରିବର୍ତ୍ତନ ପାଇଁ କର୍ମୀମାନେ ଦାବି କରିଛନ୍ତି । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.