ସରପଞ୍ଚଙ୍କ ସ୍ବାମୀଙ୍କ ଘରେ ପୋଲିସର ରେଡ୍, ୯ ମାସ ପୂର୍ବରୁ ହୋଇଥିଲେ ଗିରଫ

NEWS7
bhubanewar-tinder-black-mailinf-and-rape-case-new-twist

ବୌଦ୍ଧ ୨୫।୧୨ : କୁଖ୍ୟାତ ଗଞ୍ଜେଇ ମାଫିଆ ଘରେ ପୋଲିସର ରେଡ୍। ବୌଦ୍ଧ ମନମୁଣ୍ଡା ଥାନା କୁରୁମୁଣ୍ଡା ଗାଁରେ ଚଢ଼ାଉ। ଶଗଡ଼ା ସରପଞ୍ଚଙ୍କ ସ୍ବାମୀଙ୍କ ଘରେ ଚାଲିଛି ରେଡ। ସରପଞ୍ଚଙ୍କ ସ୍ବାମୀ ସୁବ୍ରତ କର୍ମୀ ଓ ସମ୍ପର୍କୀୟଙ୍କ ଘରେ ରେଡ। ବେଆଇନ ସମ୍ପତ୍ତି ଜବତ କରିବାକୁ ରେଡ ଚାଲିଥିବା ସୂଚନା। SDPO ଲାରେନ ରାଉତରାୟଙ୍କ ନେତୃତ୍ୱରେ ରେଡ କରୁଛି ଟିମ୍। ଜମି କାଗଜପତ୍ର, ଅଳଙ୍କାର ଓ ଟଙ୍କା ଜବତ ହୋଇଥିବା ସୂଚନା। ୯ ମାସ ପୂର୍ବରୁ ଗିରଫ ହେଇଥିଲେ ଗଞ୍ଜେଇ ମାଫିଆ ସୁବ୍ରତ କର୍ମୀ ଓ ୩ ସହଯୋଗୀ। ୨ କ୍ଵିଣ୍ଟାଲ ୯୩ କେଜି ଗଞ୍ଜେଇ ଜବତ ହୋଇଥିଲା ।