News7 Logo

ମିଶନ ଶକ୍ତି ବିଭାଗର MOU : ଫୁଡ୍ ପ୍ରୋସେସିଂ ସହ ଫୋନ୍ ରିପାୟରିଂ ଶିଖିବେ ମହିଳା

NEWS7
Pravati Parida

ଭୁବନେଶ୍ବର ୧୮।୯: ମିଶନ ଶକ୍ତି ବିଭାଗର କିଛି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି୧ ଲକ୍ଷ ୬୩ ହଜାର ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବ୍ୟାଙ୍କ ଣ ଫେରସ୍ତ ବାବଦକୁ ୧୧୦ କୋଟି ୯୭ ଲକ୍ଷ  ଟଙ୍କାର ଆର୍ଥିକ ଅନୁଦାନ  ଫେରସ୍ତ  ହେଲା  FICSI  ସହ  ଟେଲିକମ୍  ସହିତ  ଏବଂ ଜେମ୍  ଆଣ୍ଡ  ଜୁଏଲାରୀ ସ୍କିଲ୍ କାଉନସିଲ୍ ଅଫ୍ ଇଣ୍ଡିଆ  ସହିତ  ଆମର ଏମ୍‌ଓୟୁ ସ୍ୱାକ୍ଷରିତ ହେଲା ଯେଉଁଥିରେ  ଜାତୀୟ  ମହିଳା  ଆୟୋଗ ଆମ ଝିଅ ମାନଙ୍କୁ ସେଲ୍ଫ  ଡିଫେନ୍ସ ଶିଖାଇବେ ଟେଲିକମ୍ ଫୋନ୍ ରିପାୟରିଂ ଶିଖାଇବେ  FICSI ମାଧ୍ୟମରେ ଓଡ଼ିଶାର  ମହିଳା ମାନେ ଫଳ ରସ ପ୍ରସ୍ତୁତ କରିବା ଶିଖିବେ ବା ଫୁଡ୍ ପ୍ରୋସେସିଂ ଶିଖିବେଓଡ଼ିଶାର ମହିଳା ବିଭିନ୍ନ ସେକ୍ଟରରେ ଦକ୍ଷ ହେବେଲୋକାଲ ଫର୍ ଭୋକାଲ ପ୍ରଧାନମନ୍ତ୍ରୀଙ୍କ  ଆହ୍ୱାନ ରହିଛି  ସେଥିପାଇଁ  ମହିଳାମାନେ ସ୍ୱାବଲମ୍ବୀ  ହେବା ସହ ତାଙ୍କର ଆର୍ଥିକ ବିକାଶ ହେବ ବୋଲି  ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ  ପରିଡା କହିଛନ୍ତି