ସମ୍ବଲପୁର: ଆସନ୍ତା ଶିକ୍ଷା ବର୍ଷରୁ ବୁର୍ଲା ଭିମସାର୍‌ରେ ଖୋଲିବ କାର୍ଡୋଓଲୋଜି ବିଭାଗର ପିଜି ଏନେଇ ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ, ସ୍ବାସ୍ଥ୍ୟ ସଚିବ ତଥା କମିଶନରଙ୍କ ସହ ଆଲୋଚନା କରାଯିବା ସହ ଅନୁମତି ନିଆଯିବ ବୋଲି ସମ୍ବଲପୁରରେ ଆୟୋଜିତ କାର୍ଡିଓଲୋଜି ସୋସାଇଟି ଅଫ ଇଣ୍ଡିଆର ୩୦ ତମ ବାର୍ଷିକ ଉତ୍ସବରେ ଯୋଗ ଦେଇ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଆଗକୁ ସିବିଏସଇର ପ୍ରତ୍ୟେକ ସ୍କୁଲରେ ସୁଗାର ବୋର୍ଡ ଲଗାଯିବଛାତ୍ରଛାତ୍ରୀମାନେ କେତେ ପରିମାଣର ମିଠା, ଚିନି, ତେଲ ଆଦି ଖାଇବେ ସେନେଇ ସଚେତନ କରାଯିବପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଧ୍ୟ ଦେଶରେ ବଢୁଥିବା ଓବେସିଟି ନେଇ ଚିନ୍ତା ପ୍ରକଟ କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଫଳରେ ଏହାକୁ ନିୟନ୍ତ୍ରଣ କରିବା ଉପରେ ଆମେ ସମସ୍ତେ ଧ୍ୟାନ ଦେବା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ