LIVE TV

କାଠଯୋଡ଼ି ନଦୀରେ ବୁଡି ନାବାଳକ ନିଖୋଜ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଆରମ୍ଭ

NEWS7
Missing

କଟକ ୩୧୦: କାଠଯୋଡ଼ି ନଦୀରେ ବୁଡି ନାବାଳକ ନିଖୋଜ । କଟକ ସିଡିଏ ସେକ୍ଟର ୬ ବାଲିଘାଟ ଅଞ୍ଚଳରେ କାଠଯୋଡ଼ି ନଦୀରେ ବୁଡି ଯାଇଥିବା ସୂଚନା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ନାବାଳକଙ୍କ ଘର କେନ୍ଦ୍ରାପଡା ମଧୁବନ ଅଞ୍ଚଳରେ । ସେ ନଦୀକୁ କୌଣସି କାମରେ ଯାଇଥିବା ବେଳେ ହଠାତ ନଦୀରେ ବୁଡି ଯାଇଥିଲେ ।