News7 Logo

କୁଚିଣ୍ଡା ରାଜସ୍ବ ନିରୀକ୍ଷକ ନିଲମ୍ବିତ, ମ୍ୟୁଟେସନ କେସ୍‌ରେ ପକ୍ଷପାତିତା କରି ରିପୋର୍ଟ ଦେଇଥିଲେ

NEWS7
RI

କୁଚିଣ୍ଡା ୧୭୯: କୁଚିଣ୍ଡା ରାଜସ୍ବ ନୀରିକ୍ଷକ ନିଲମ୍ବିତ ଅର୍ଜୁନ ଚନ୍ଦ୍ର ବାଘଙ୍କୁ ନିଲମ୍ବନ କଲେ ସମ୍ବଲପୁର ଜିଲ୍ଲାପାଳ ଏକ ମ୍ୟୁଟେସନ କେସ୍‌ରେ ଷଡ଼ଯନ୍ତ୍ର ରଚି ପକ୍ଷପାତିତା କରି ରିପୋର୍ଟ ପ୍ରଦାନ କରିଥିଲେ

କୁଚିଣ୍ଡା ନିବାସୀ ରାଜେଶ ଅଗ୍ରୱାଲଙ୍କୁ ବାଦ୍ ଦେଇ ଚଞ୍ଚକତା କରି ଅନ୍ୟ ସମ୍ପର୍କୀୟଙ୍କ ନାମରେ ପଟ୍ଟା ପ୍ରଦାନ ମାମଲାରେ ପୂର୍ବରୁ ତହସିଲଦାର ମିତାଲି ମଧୁସ୍ମିତା ଦଳେଇ  ନିଳମ୍ବନ ହୋଇଥିଲେ ତେବେ ବୁଧବାର ରାଜସ୍ବ ନିରୀକ୍ଷକଙ୍କ ଏଭଳି କାର୍ଯ୍ୟ ବିରୁଦ୍ଧରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ନିଲମ୍ବନ କରିଛନ୍ତି ନ୍ୟାୟ ପାଇଁ ରାଜେଶ ଅଗ୍ରୱାଲ ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ ଓ ଉତ୍ତରାଞ୍ଚଳ ରାଜସ୍ବ କମିସନରଙ୍କୁ ଅଭିଯୋଗ କରିଥିଲେ