LIVE TV

ବୃଷ ରାଶି ବ୍ୟକ୍ତିଙ୍କ ପାଇଁ ଦିନଟି ଭଲ ରହିବ, ଆର୍ଥିକ ଦିଗରେ ଲାଭଦାୟକ ଫଳ ମିଳିବ

NEWS7
Know your Horoscope for Wednesday 24th September 2025.

ମେଷଉତ୍ସାହ ଓ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟସ୍ଥଳରେ ମାନ-ସମ୍ମାନ ପାଇବେ। ବ୍ୟବସାୟୀଙ୍କ ପାଇଁ ନୂଆ ଡିଲ୍ ସାର୍ଥକ ହେବ। ଧନ ଆଗମନର ସୁଯୋଗ ରହିଛି । ପାରିବାରିକ ମାହୋଲରେ ଖୁସି ଓ ଶାନ୍ତି ରହିବ। ସ୍ନେହିଜନଙ୍କ ସହ ସମ୍ପର୍କ ଗଭୀର ହେବ। ଶିକ୍ଷାର୍ଥୀଙ୍କୁ ସଫଳତା ମିଳିପାରେ।

ବୃଷଦିନଟି ମଙ୍ଗଳକାରୀ ରହିବ। ଆର୍ଥିକ ଦିଗରେ ଲାଭଦାୟକ ଫଳ ମିଳିବ। ପାରିବାରିକ ସମ୍ପର୍କରେ ସ୍ନେହ- ସମ୍ମାନ ବଢ଼ିବ। ବ୍ୟବସାୟରେ ନୂଆ ଯୋଜନା ଆରମ୍ଭ କରିପାରିବେ। ସାହିତ୍ୟ, କଳା କିମ୍ବା ସୃଜନଶୀଳ କାମରେ ପ୍ରଶଂସା ମିଳିବ। ମିତ୍ରଙ୍କ ସହିତ ମଙ୍ଗଳମୟ ସମୟ। ଭ୍ରମଣରୁ ଆନନ୍ଦ ଲାଭ।

ମିଥୁନରାଶି ପାଇଁ ଶୁଭ ସନ୍ଦେଶର ଦିନ। ଦୀର୍ଘଦିନର କୌଣସି ଇଚ୍ଛା ପୂର୍ଣ୍ଣ ହେବ। କାମରେ ପ୍ରଶଂସା ମିଳିବ। ବ୍ୟବସାୟୀଙ୍କୁ ଧନ ଲାଭ ହେବ। ପାରିବାରିକ ମ୍ମିଳନୀରେ ଆନନ୍ଦ। ସ୍ନେହ-ପ୍ରେମରେ ସାର୍ଥକତା ମିଳିବ। ଯାତ୍ରାରୁ ଲାଭ ହେବ। ଶିକ୍ଷାରେ ନୂଆ ସୁଯୋଗ ମିଳିବ

କର୍କଟଦିନଟି କଷ୍ଟଦାୟକ ରହିପାରେ। କାର୍ଯ୍ୟରେ ବାଧା ଓ ବିଳମ୍ବ ହେବ। ଅନାବଶ୍ୟକ ଖର୍ଚ୍ଚ ରହିପାରେ। ପରିବାରରେ କିଛି ବିବାଦ ସମ୍ଭାବନା। ମନରେ ଚିନ୍ତା- ଭୟ ବଢ଼ିପାରେ। ପ୍ରିୟଜନଙ୍କ ସହ ମନୋମାଳିନ୍ୟ ହୋଇପାରେ।

ସିଂହକାର୍ଯ୍ୟକ୍ଷେତ୍ରରେ ଅଚାନକ ସୁଯୋଗ ମିଳିବ। ବ୍ୟବସାୟରେ ଲାଭର ସମ୍ଭାବନା ରହିଛି। ଧନ ସଞ୍ଚୟରେ ବୃଦ୍ଧି। ପରିବାରରେ ସୁଖ-ଶାନ୍ତି। ସାହିତ୍ୟ, ସଂଗୀତ କିମ୍ବା କଳାରେ ସାର୍ଥକତା। ସ୍ନେହ-ପ୍ରେମରେ ନୂଆ ଆଶା। ସ୍ୱାସ୍ଥ୍ୟ ଭଲ ରହିବ।

କନ୍ୟାଦିନଟି ଖୁସିଦାୟକ। କାର୍ଯ୍ୟରେ ନୂତନ ପ୍ରସ୍ତାବ ଆସିପାରେ। ବ୍ୟବସାୟରେ ଶୁଭ- ସୁଯୋଗ ରହିଛିପାରିବାରିକ ସାହାଯ୍ୟ ମିଳିବ। ଶିକ୍ଷାରେ ସାର୍ଥକତା ମିଳିବ। ନୂଆ ଲୋକଙ୍କ ସହିତ ସମ୍ପର୍କ ଉପକାରୀ। ସ୍ୱାସ୍ଥ୍ୟ ଭଲ ରହିବ।

ତୁଳା– ଦିନଟି ସଫଳ ରହିବ । ନିଜ ପ୍ରୟାସରେ ମହତ୍ତ୍ୱପୂର୍ଣ୍ଣ କାମ ସାରିପାରିବେ। ପରିବାରରେ ଖୁସି ରହିବ। ବ୍ୟବସାୟରେ ନୂଆ ଅର୍ଥିକ ସୁଯୋଗ ମିଳିବପ୍ରିୟଜନଙ୍କ ସହିତ ମଙ୍ଗଳମୟ ସମୟ ରହିବ। ଧନ-ଧାନ୍ୟରେ ବୃଦ୍ଧି। ଭ୍ରମଣରୁ ଲାଭ ମିଳିବ। ନୂଆ ପରିକଳ୍ପନାରେ ସଫଳତା।

ବିଛାସମୟ ଖରାପ ରହିପାରେ। କାମରେ ବାଧା ଓ ତ୍ରୁଟି। ପାରିବାରିକ ଶାନ୍ତି ଭଙ୍ଗ ହୋଇପାରେ। ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ଦରକାର।

ଧନୁଦିନଟି ମଙ୍ଗଳକାରୀ ରହିବ। କାର୍ଯ୍ୟସ୍ଥଳରେ ପ୍ରଶଂସା ମିଳିବ। ବ୍ୟବସାୟରେ ଧନ-ଲାଭ। ପରିବାରରେ ସୁଖ। ସ୍ନେହ- ପ୍ରେମରେ ସାର୍ଥକତା। ଯାତ୍ରାରେ ଲାଭ ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। 

ମକରଦିନଟି ଶୁଭ ରହିବ। ଦୀର୍ଘଦିନର କାମ ସାରିପାରିବେ। ବ୍ୟବସାୟରେ ନୂଆ ଯୋଜନା ସଫଳ ହେବ। ପରିବାରରେ ଖୁସି, ଧନ-ଧାନ୍ୟରେ ବୃଦ୍ଧି। ସ୍ନେହଜନଙ୍କ ସହିତ ଭଲ ସମ୍ପର୍କ କାଟିବେ।

କୁମ୍ଭଦିନଟି ଖୁସିରେ କଟିବ। କାର୍ଯ୍ୟରେ ଉନ୍ନତି, ବ୍ୟବସାୟରେ ଲାଭ, ପରିବାରରେ ସୁଖ-ଶାନ୍ତି ରହିବ। ଶିକ୍ଷାରେ ସଫଳତା ପାଇବେ। ଭ୍ରମଣରେ ଲାଭ ମିଳିବ

ମୀନ– ଦିନରେ କାର୍ଯ୍ୟରେ ବାଧା ଉପୁଜିପାରେ। ପରିବାରରେ ବିବାଦ ଦେଖାଦେଇପାରେ। ସ୍ନେହ-ପ୍ରେମରେ ମନୋମାଳିନ୍ୟ ହୋଇପାରେ। ଧନ ଆଗମନରେ ବିଳମ୍ବ। ଯାତ୍ରାରେ କଷ୍ଟ। ମାନସିକ ଚାପ ବଢିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

୮୨୪୯୮୨୬୬୮୨