News7 Logo

ତୁଳା ରାଶି ବ୍ୟକ୍ତିଙ୍କ ପାଇଁ ଦିନଟି ଉତ୍ସାହଦାୟକ ରହିବ, ବ୍ୟବସାୟରେ ଲାଭର ସୁଯୋଗ ରହିଛି

NEWS7
Know your Horoscope for Wednesday 17th September 2025.

ମେଷ- କାର୍ଯ୍ୟକ୍ଷେତ୍ରରେ ନୂ ସୁଯୋଗ ମିଳିପାରେବ୍ୟବସାୟରେ ଲାଭ, ଅଟକିଥିବା ଟଙ୍କା ଫେରିଆସିବାର ସମ୍ଭାବନା ଅଛି। ସ୍ୱାସ୍ଥ୍ୟ ସାଧାରଣ ରହିବ କିନ୍ତୁ ଶାରୀରିକ କ୍ଲାନ୍ତି ହୋଇପାରେ। ପରିବାରରେ ସମ୍ମାନ ବଢ଼ିବ ଓ ପ୍ରେମ ସମ୍ପର୍କ ସୁଦୃଢ ହେବ। ଶିକ୍ଷାରେ ସଫଳତା ମିଳିବ।

ବୃଷ- ବୃଷ ରାଶି ବ୍ୟକ୍ତିଙ୍କୁ କାମରେ ସଫଳତା ଓ ପ୍ରଶଂସା ମିଳିବ। ନୂଆ ଯୋଜନା କାମକୁ ଆଗକୁ ବଢ଼ାଇବ। ସ୍ୱାସ୍ଥ୍ୟରେ ସୁଧାର ହେବ, ପାରିବାରିକ ସମସ୍ୟା ସମାଧାନ ହେବ। ପ୍ରେମ ସମ୍ପର୍କ ଆନନ୍ଦମୟ ରହିବ। ଛାତ୍ରଛାତ୍ରୀଙ୍କ ପାଇଁ ଭଲ ପରିଣାମର ସୂଚନା। ଆର୍ଥିକ କ୍ଷେତ୍ରରେ ନୂଆ ଆୟ ସୃଷ୍ଟି ହେବ।

ମିଥୁନ- କାର୍ଯ୍ୟକ୍ଷେତ୍ରରେ ବାଧା, ବ୍ୟବସାୟରେ କ୍ଷତି ହୋଇପାରେ। ସ୍ୱାସ୍ଥ୍ୟରେ କ୍ଲାନ୍ତି, ମୁଣ୍ଡବ୍ୟଥା କିମ୍ବା ପୁରୁଣା ରୋଗର ପ୍ରଭାବ। ପରିବାରରେ ବିବାଦ ସୃଷ୍ଟି ହୋଇପାରେ। ପ୍ରେମ ସମ୍ପର୍କରେ ଦୂରତା ବଢ଼ିବ। ଛାତ୍ରଛାତ୍ରୀଙ୍କ ମନୋଯୋଗ କମିଯିବ।

କର୍କଟ- ଦିନଟି ଶୁଭ ରହିବ କାର୍ଯ୍ୟରେ ସଫଳତା, ବ୍ୟବସାୟରେ ଲାଭ ଓ ସାମାଜିକ କ୍ଷେତ୍ରରେ ପ୍ରଶଂସା ମିଳିବ । ପରିବାରରେ ଖୁସିର ପରିବେଶ ସୃଷ୍ଟି ହେବ। ସ୍ୱାସ୍ଥ୍ୟରେ ଉନ୍ନତି, ପୁରୁଣା ସମସ୍ୟାରୁ ମୁକ୍ତି। ପ୍ରେମ ସମ୍ପର୍କରେ ଆନନ୍ଦ, ବିବାହିତଙ୍କ ପାଇଁ ଖୁସିର ସମୟ। ଶିକ୍ଷାରେ ଛାତ୍ରଛାତ୍ରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ।

ସିଂହ- କ୍ୟାରିୟରରେ ବଡ଼ ସୁଯୋଗ ମିଳିବ। ବଡ଼ମାନଙ୍କ ସହଯୋଗରେ କାମ ସମ୍ପୂର୍ଣ୍ଣ ହେବ। ବ୍ୟବସାୟରେ ଲାଭ, ନୂଆ ଯୋଜନା ସଫଳ ହେବ। ସ୍ୱାସ୍ଥ୍ୟ ସୁସ୍ଥ ରହିବ। ପାରିବାରିକ ମହଲରେ ଆନନ୍ଦ ବଢ଼ିବ। ପ୍ରେମ ସମ୍ପର୍କରେ ଖୁସି ଆସିବ। ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଶିକ୍ଷାର ସୁଯୋଗ।

କନ୍ୟା- କନ୍ୟା ରାଶି ପାଇଁ ବ୍ୟକ୍ତିଙ୍କ ପାଇଁ ଦିନ ସାଧାରଣରୁ ଭଲ ରହିବ। କାମରେ ପ୍ରଶଂସା ମିଳିବ। ବ୍ୟବସାୟରେ ଅଳ୍ପ ଲାଭ ହେଲେ ମଧ୍ୟ ଦୀର୍ଘମିଦରେ ଭଲ ପରିଣାମ ଦେଖାଯିବ। ସ୍ୱାସ୍ଥ୍ୟ ସାଧାରଣ, ଛୋଟ–ମୋଟ ସମସ୍ୟା ହୋଇପାରେ। ପ୍ରେମ ସମ୍ପର୍କରେ ସମନ୍ୱୟ ରହିବ। ଶିକ୍ଷାରେ ମଧ୍ୟମ ସଫଳତା।

ତୁଳା- ତୁଳା ରାଶି ଜାତକଙ୍କ ପାଇଁ ଦିନଟି ଉତ୍ସାହଦାୟକ। କାର୍ଯ୍ୟକ୍ଷେତ୍ରରେ ପ୍ରଗତି, ବ୍ୟବସାୟରେ ଲାଭ, ନୂଆ ସମ୍ପର୍କ ସୃଷ୍ଟି। ସ୍ୱାସ୍ଥ୍ୟରେ ସୁଧାର, ପୁରୁଣା ସମସ୍ୟାରୁ ମୁକ୍ତି। ପରିବାରରେ ଖୁସି, ନିଜେଙ୍କ ସମ୍ମାନ ବଢ଼ିବ। ପ୍ରେମ ସମ୍ପର୍କ ଭଲ ରହିବ। ଶିକ୍ଷାରେ ମଧ୍ୟ ସୁବିଧା।

ବିଛା- କାର୍ଯ୍ୟକ୍ଷେତ୍ରରେ ବାଧା, ବ୍ୟବସାୟରେ କ୍ଷତି ସମ୍ଭବ। ସ୍ୱାସ୍ଥ୍ୟରେ ସମସ୍ୟା, ମନସିକ ଚାପ ବଢ଼ିପାରେ। ପରିବାରରେ ବିବାଦ ହୋଇପାରେ। ପ୍ରେମ ସମ୍ପର୍କରେ ମନୋମାଳିନ୍ୟ ହୋଇପାରେ

ଧନୁ- ଦିନଟି କଷ୍ଟଦାୟକ ହୋଇପାରେ। କାମରେ ବାଧା, ବ୍ୟବସାୟରେ କ୍ଷତି, ଅର୍ଥ ସମସ୍ୟା। ପେଟ ଓ ସ୍ନାୟୁଜନିତ ସମସ୍ୟା କିଛି ଦେଖାଦେଇପାରେ। ପରିବାରରେ ମତଭେଦ, ମନକ୍ଷୋଭ ବଢ଼ିପାରେ। ପ୍ରେମ ସମ୍ପର୍କରେ ଦୂରତା ଆସିବ। ଶିକ୍ଷାରେ ଫଳାଫଳ ଅନୁକୂଳ ନୁହେଁ।

ମକର- କାର୍ଯ୍ୟକ୍ଷେତ୍ରରେ ଉନ୍ନତି, ବ୍ୟବସାୟରେ ଲାଭ । ସ୍ୱାସ୍ଥ୍ୟ ଭଲ ରହିବ। ନୂଆ କାର୍ଯ୍ୟରେ ଉତ୍ସାହ ରହିବ। ପରିବାରରେ ଖୁସି, ବଡ଼ମାନଙ୍କ ଆଶୀର୍ବାଦ। ପ୍ରେମ ସମ୍ପର୍କରେ ସୁମଧୁରତା। ଶିକ୍ଷାରେ ଅଗ୍ରଗତି ରହିବ

କୁମ୍ଭ- କାମରେ ସଫଳତା, ବ୍ୟବସାୟରେ ଲାଭ। ସ୍ୱାସ୍ଥ୍ୟରେ ଆରୋଗ୍ୟ, ମନୋବଳ ବଢ଼ିବ। ପାରିବାରିକ ସୁଖ, ସାମାଜିକ ସମ୍ମାନ। ପ୍ରେମ ସମ୍ପର୍କରେ ସଫଳତା। ଶିକ୍ଷାରେ ପ୍ରଗତି।

ମୀନ- କାମରେ ବାଧା, ବ୍ୟବସାୟରେ କ୍ଷତି ସମ୍ଭବ। ପରିବାରରେ ମନକ୍ଲେଶ, ବାଦବିବାଦ ହୋଇପାରେ। ପ୍ରେମ ସମ୍ପର୍କରେ ଦୂରତା ବଢ଼ିବ। ଶିକ୍ଷାରେ ବାଧା ଉପୁଜିପାରେ

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ- 8249826682