News7 Logo

ସେପ୍ଟେମ୍ବର ୦୯ ତାରିଖ, ମଙ୍ଗଳବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

NEWS7
Daily

ମେଷ– ଦିନରେ କାର୍ଯ୍ୟକ୍ଷେତ୍ରରେ ବିଳମ୍ବ ଓ ଅନାବଶ୍ୟକ ବାଧା ଦେଖିବେ। ଅଧିକ ଖର୍ଚ୍ଚର ଚିନ୍ତା ବଢ଼ିପାରେ। ପରିବାରରେ ତର୍କ-ବିତର୍କ ଓ ଅସନ୍ତୋଷ ହେବାର ସମ୍ଭାବନା। ସ୍ୱାସ୍ଥ୍ୟରେ ସାଧାରଣ ସମସ୍ୟା ପ୍ରକଟିତ ହୋଇପାରେ। ଧୈର୍ଯ୍ୟ ଓ ସହିଷ୍ଣୁତାର ସହିତ କାମ କରନ୍ତୁ।

ବୃଷ– ଦିନଟି ସୁଖଦାୟକ ହେବ। କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ଆସିପାରେ। ପରିବାରରେ ଖୁସିର ପରିବେଶ ରହିବ। ଧନଲାଭର ସୁଯୋଗ ରହିଛି। ସନ୍ତାନଙ୍କର କୃତିରେ ଗର୍ବିତ ହେବେ। ଆତ୍ମବିଶ୍ୱାସ ବଢ଼ିବ। ସ୍ୱାସ୍ଥ୍ୟ ସୁସ୍ଥ ରହିବ।

ମିଥୁନ– ମିଥୁନ ରାଶି ପାଇଁ ଶୁଭଦାୟକ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ନୂଆ ପରିଚୟ ଲାଭ ହେବ। ପରିବାରରେ ଆନନ୍ଦ ଓ ଖୁସି ଦେଖିବେ। ଧନ ସମ୍ବନ୍ଧୀୟ କାମରେ ଶୁଭ ସମ୍ବାଦ ମିଳିପାରେ। ସମ୍ମାନ ଓ ପ୍ରତିଷ୍ଠା ବଢ଼ିବ। ବୃଦ୍ଧଙ୍କର ଆଶୀର୍ବାଦ ମିଳିବ।

କର୍କଟ– କାର୍ଯ୍ୟରେ ସଫଳତା ଲଭିବେ। ପରିବାରରେ ଶାନ୍ତି ଓ ସମ୍ମାନ ବଢ଼ିବ। ବ୍ୟବସାୟରେ ଧନଲାଭ ହେବ। ସନ୍ତାନଙ୍କର ଖୁସିରେ ଆପଣ ଆନନ୍ଦିତ ହେବେ। ନୂଆ କାର୍ଯ୍ୟରେ ଯୋଗଦାନ କରିବାର ସୁଯୋଗ ମିଳିବ। ମିତ୍ରମାନଙ୍କର ସହାୟତା ମିଳିବ।

ସିଂହ– କାମରେ ବିଳମ୍ବ ଓ ବିଘ୍ନ ହୋଇପାରେ। ଧନ ସମ୍ବନ୍ଧୀୟ ହାନିର ସମ୍ଭାବନା। ପରିବାରରେ ତର୍କବିତର୍କ ବଢ଼ିପାରେ। ସ୍ୱାସ୍ଥ୍ୟରେ ସମସ୍ୟା ହୋଇପାରେ। ମିତ୍ରଙ୍କ ସହ ସମ୍ପର୍କରେ ତ୍ରୁଟି ଆସିପାରେ। ମନୋବଳ କମିଯିବ।

କନ୍ୟା– ଖୁସିର ଖବର ମିଳିପାରେ। କାର୍ଯ୍ୟକ୍ଷେତ୍ରରେ ସଫଳତା ଓ ପ୍ରତିଷ୍ଠା ବଢ଼ିବ। ପାରିବାରିକ ଖୁସିରେ ଆପଣ ଆନନ୍ଦିତ ହେବେ। ଧନଲାଭ ହେବାର ସୁଯୋଗ। ସ୍ୱାସ୍ଥ୍ୟ ସୁସ୍ଥ ରହିବ। ନୂଆ ପରିଚୟରୁ ଲାଭ ହେବ। ମନୋବଳ ବଢ଼ିବ।

ତୁଳା– ତୁଳା ରାଶି ପାଇଁ ଦିନଟି ଶୁଭ ରହିବ। କାର୍ଯ୍ୟରେ ସଫଳତା ଲଭିବେ। ଧନ ସମ୍ବନ୍ଧୀୟ କାମରେ ଲାଭ ହେବ। ପରିବାରରେ ଆନନ୍ଦମୟ ପରିବେଶ। ମିତ୍ରଙ୍କ ସହ ସମ୍ପର୍କ ଦୃଢ଼ ହେବ। ମନୋବଳ ବଢ଼ିବ। ସମ୍ମାନ ଓ ପ୍ରତିଷ୍ଠା ବଢ଼ିବ।

ବିଛା- ବିଛା ରାଶିଜାତକଙ୍କ ପାଇଁ ଶୁଭଦାୟକ ଦିନ। କାର୍ଯ୍ୟକ୍ଷେତ୍ରରେ ସଫଳତା। ପରିବାରରେ ଶାନ୍ତି ଓ ସନ୍ତୋଷ। ଧନଲାଭ ହେବ। ନୂଆ କାର୍ଯ୍ୟରେ ଆପଣ ସାର୍ଥକତା ଲଭିବେ। ସ୍ୱାସ୍ଥ୍ୟ ସୁସ୍ଥ ରହିବ। ମନୋବଳ ବଢ଼ିବ।

ଧନୁ– ଧନୁ ରାଶିଜାତକଙ୍କ ପାଇଁ ଦିନଟିରେ ଅଧିକ ଧନ ଖର୍ଚ୍ଚରେ ଚିନ୍ତା ବଢ଼ିବ। ପରିବାରରେ ବିରୋଧ ହୋଇପାରେ। ମନୋବଳ କମିଯିବ। ସ୍ୱାସ୍ଥ୍ୟରେ ସମସ୍ୟା ହୋଇପାରେ। ମିତ୍ରଙ୍କ ସହ ସମ୍ପର୍କ ଅସନ୍ତୋଷକାରୀ ହେବ।

ମକର– ଦିନରେ କାର୍ଯ୍ୟକ୍ଷେତ୍ରରେ ପ୍ରତିଷ୍ଠା ଓ ସମ୍ମାନ ବଢ଼ିବ। ପରିବାରରେ ଆନନ୍ଦମୟ ପରିବେଶ ରହିବ। ଧନଲାଭ ସମ୍ଭାବନା ରହିଛି। ସନ୍ତାନଙ୍କର ସଫଳତାରେ ଖୁସି ମିଳିବ। ସ୍ୱାସ୍ଥ୍ୟ ସୁସ୍ଥ ରହିବ। ନୂଆ ପରିଚୟରୁ ଲାଭ ହେବ।

କୁମ୍ଭ– କାର୍ଯ୍ୟରେ ସାର୍ଥକତା ଆସିବ। ପରିବାରରେ ଖୁସିର ପରିବେଶ ଦେଖିବେ। ଧନଲାଭ ସୁଯୋଗ ମିଳିପାରେ। ସମ୍ମାନ ପ୍ରତିଷ୍ଠା ବଢିବ। ନୂଆ କାର୍ଯ୍ୟରେ ସଫଳତା। ସ୍ୱାସ୍ଥ୍ୟ ସୁସ୍ଥ ରହିବ।

ମୀନ– ମୀନ ରାଶି ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିବ। କାର୍ଯ୍ୟକ୍ଷେତ୍ରରେ ବଡ଼ ସୁଯୋଗ ମିଳିପାରେ। ପରିବାରରେ ଖୁସିର ପରିବେଶ। ସନ୍ତାନଙ୍କ ପାଇଁ ଭଲ ସମୟ। ଧନ ସମ୍ବନ୍ଧୀୟ କାମରେ ଲାଭ ହେବ। ମିତ୍ରମାନଙ୍କ ସହାୟତା ମିଳିବ। ଆପଣଙ୍କ ପ୍ରତିଷ୍ଠା ଓ ସମ୍ମାନ ବଢ଼ିବ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ 
ଯୋଗାଯୋଗ - 8249826682