News7 Logo

ମୁଣ୍ଡଳୀରେ ବନ୍ୟାଜଳ ସର୍ବୋଚ୍ଚ ସ୍ଥାନରେ ପହଞ୍ଚି ସାରିଛି, ତାପରେ କମିବ

NEWS7
EIC

ଭୁବନେଶ୍ବର ୭୯: ରାଜ୍ୟରେ ବନ୍ୟା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ । ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ମୁଣ୍ଡଳୀରେ ବର୍ତ୍ତମାନ ୬.୧୬ ଲକ୍ଷ କ୍ୟୁସେକ୍ ଜଳ ପ୍ରଭାବିତ ହେଉଛି ମୁଣ୍ଡଳୀରେ ବନ୍ୟାଜଳ ସର୍ବୋଚ୍ଚ ସ୍ଥାନରେ ପହଞ୍ଚି ସାରିଛିତାପରେ କମିବକାରଣ ହୀରାକୁଦରେ ୮ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି

ସେହିପରି ଆଖିଦୃଶିଆ ବର୍ଷା ହୋଇନି ମହାନଦୀ ଶାଖା ନରାଜ, କୁଶଭଦ୍ରା ଠାରେ ବିପଦ ସଂକେତ ତଳେ ରହିଛି ତେଣୁ କିଛି ଅସୁବିଧା ନାହିଁଜିଲ୍ଲା ପ୍ରଶାସନ ସହ ଜଳ ସମ୍ପଦ ବିଭାଗ ପ୍ରସ୍ତୁତ ଅଛନ୍ତିବ୍ରାହ୍ମଣୀ ଜଳ ଯାଉଥିବା ରେଙ୍ଗାଲିର ସବୁ ଗେଟ୍ ବନ୍ଦ ଅଛିକେବଳ ବ୍ଲକରେ ୫୦ ମିମି ବର୍ଷା ହୋଇଛିଗୋଟେ ବ୍ଲକ୍‌ରେ ଯାହା ଢେଙ୍କାନାଳ ଭୁବନରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି ବୋଲି ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି ।