ପିକ୍‌ ଅପ୍-ବାଇକ ମୁହାଁମୁହିଁ ଧକ୍କା, ମାଇଁ ଓ ଭଣଜା ମୃତ

Published By : Prameya-News7 Bureau | June 08, 2024 IST

ଝାରସୁଗୁଡା ୦୮/୦୬: ପିକଅପ୍‌ ଭ୍ୟାନ ଓ ବାଇକ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ମାଇଁ ଓ ଭଣଜା ମୃତ l ବ୍ରଜରାଜନଗର ଥାନା ଗାନ୍ଧୀଛକ ଫାଣ୍ଡି ଅନ୍ତର୍ଗତ ଚନ୍ଦିନିମାଲ ନିକଟରେ ଘଟିଛି ଦୁର୍ଘଟଣା l ସେପଟେ ଦୁର୍ଘଟଣା ଗାନ୍ଧୀ ଛକ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ସୂଚନା ଥାଉକି, ବ୍ରଜରାଜନଗର ଥାନା ଗାନ୍ଧୀଛକ ଫାଣ୍ଡି ଚନ୍ଦିନିମାଲରେ ଟାୟାର ବୋଝେଇ ପିକଅପ ଭ୍ୟାନ ସହ ବାଇକ ମୁହାଁ ମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ବାଇକ ଚାଳକ ଯୁବକ ଓ ତାଙ୍କ ସମ୍ପର୍କୀୟ ମାଇଁଙ୍କ  ମୃତ୍ୟୁ ହୋଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.