ଧଉଳି ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ, ଗଞ୍ଜାମରୁ ଉଠାଇ ଆଣିଲା ସ୍ପେଶାଲ ସ୍କ୍ୱାର୍ଡ

NEWS7
11-year-old-child-made-this-air-powered-bike

ଭୁବନେଶ୍ୱର ୧୮/୧୨: ଧଉଳି ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ । ଧଉଳି ଗଣଦୁଷ୍କର୍ମ ମାମଲାର ଧରାପଡିଲା ମୁଖ୍ୟ ଅଭିଯୁକ୍ତ । ସତ୍ୟ ପ୍ରକାଶକୁ ଗିରଫ କଲା ପୋଲିସ । ହାପିକୁ ଗଞ୍ଜାମରୁ ଉଠାଇ ଆଣିଲା ସ୍ପେଶାଲ ସ୍କ୍ୱାର୍ଡ । ପୋଲିସ କମିଶନର ଏସ. ଦେବଦତ୍ତ ସିଂହଙ୍କ ସୂଚନା ।