ଦକ୍ଷିଣ ପଶ୍ଚିମାଞ୍ଚଳ DIGଙ୍କ ବଡ଼ ଘୋଷଣା, ସଂପୂର୍ଣ୍ଣ ମାଓ ମୁକ୍ତ ହେଲା କୋରାପୁଟ ଜିଲ୍ଲା

NEWS7
sensex-nifti-opens-with-positive-signs

କୋରାପୁଟ ୦୫।୦୨ : କମୁଛି ଲାଲ୍ ବାହିନୀର ପ୍ରାଦୁଭାବ । ଧୀରେ ଧୀରେ ମାଓ ମୁକ୍ତ ହେଉଛି ଜିଲ୍ଲା ଓ ଅଞ୍ଚଳ । ଏହିକ୍ରମରେ ମାଓ ମୁକ୍ତ ହୋଇଛି କୋରାପୁଟ । ସଂପୂର୍ଣ୍ଣ କୋରାପୁଟ ଜିଲ୍ଲାକୁ ମାଓ ମୁକ୍ତ ଅଞ୍ଚଳ ବୋଲି ଘୋଷଣା କରିଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂ ।