T 20 World Cup: ସୁପର-୮ରେ ପହଞ୍ଚି ଇତିହାସ ରଚିଲା ଜିମ୍ବାଓ୍ଵେ, ୧୭ ବର୍ଷ ପରେ ବିଦା ହେଲା ଅଷ୍ଟ୍ରେଲିଆ

NEWS7
roadblocks-by-placing-a-mrutadeha-one-person-is-no-more-in-a-road-accident-by-drunkard-menroadblocks-by-placing-a-mrutadeha-one-person-is-no-more-in-a-road-accident-by-drunkard-men

ପାଲ୍ଲେକେଲେ: ଟି-୨୦ ବିଶ୍ଵକପ୍ ୨୦୨୬ରେ ଜିମ୍ବାଓ୍ଵେ ବନାମ ଆୟରଲାଣ୍ଡ ଗୁରୁତ୍ଵପୂର୍ଣ୍ଣ ମ୍ୟାଚ୍ ବର୍ଷାରେ ଧୋଇ ହୋଇ ଯାଇଛି। ଫଳରେ ଉଭୟ ଦଳକୁ ଗୋଟିଏ ଲେଖାଏଁ ମିଳିଛି। ଏଥିସହ ୫ ପଏଣ୍ଟ ପାଇ ସପ୍ତମ ଦଳ ଭାବେ ଚଳିତ ଟି-୨୦ ବିଶ୍ଵକପର ସୁପର-୮ ପାଇଁ ଯୋଗ୍ୟତା ଅର୍ଜନ କରିଛି ଜିମ୍ବାଓ୍ଵେ। ଅନ୍ୟପଟେ ବର୍ଷା ଅଷ୍ଟ୍ରେଲିଆ ଦଳର ସ୍ଵପ୍ନକୁ ଭାଙ୍ଗି ଚୂରମାର କରିଛି। ଶକ୍ତିଶାଳୀ ଅଷ୍ଟ୍ରେଲିଆ ଟିମ୍ ସୁପର-୮ ଦୌଡ଼ରୁ ବାଦ୍ ପଡ଼ିଛି। ଯଦି ଆଜିର ମ୍ୟାଚ୍ ଆୟରଲାଣ୍ଡ ଜିତିଥାନ୍ତା ତେବେ ଅଷ୍ଟ୍ରେଲିଆର ସୁପର-୮କୁ ଯିବା ଆଶା ଉଜ୍ଜିବୀତ ରହିଥାନ୍ତା।

Updating...