ପଶ୍ଚିମବଙ୍ଗରୁ ଭାୟା ବିହାର ଦେଇ ଭୁବନେଶ୍ବର ଆସୁଛି ଆଳୁ ଗାଡି, ସମୟ ଲାଗୁଛି ୪ ଦିନ

Published By : Prameya-News7 Bureau | August 10, 2024 IST

ଭୁବନେଶ୍ବର ୧୦।୮: ପଶ୍ଚିମବଙ୍ଗରୁ ଭାୟା ବିହାର ଦେଇ ଭୁବନେଶ୍ବର ଆସୁଛି ଆଳୁ ଗାଡି । ଆଳୁ ଗାଡି ନେଇ ଆସିଥିବା ପଶ୍ଚିମବଙ୍ଗ ଡ୍ରାଇଭର ପ୍ରତିକ୍ରିୟା ରଖି ଏଭଳି କହିଛନ୍ତି । ଡ୍ରାଇଭର ଜଣଙ୍କ କହିଛନ୍ତି., ଆମ ସରକାର ଓଡିଶାକୁ ଆଳୁ ଟ୍ରକ୍ ଛାଡୁ ନାହାନ୍ତି । ବିହାର, ଝାଡଖଣ୍ଡ ଦେଇ ଗାଡି ଆଣୁଛୁ । ସିଧାସଳଖ ପଶ୍ଚିମବଙ୍ଗରୁ ଆସିଥିଲେ ଗୋଟିଏ ଦିନରେ ପହଞ୍ଚିଥାନ୍ତୁ । ବିହାର, ଝାଡଖଣ୍ଡ ଦେଇ ଆସିବାକୁ ୪ ଦିନ ଲାଗୁଛି ।

You Can Read:

ପୁରୀ ସମୁଦ୍ରରେ ନୌସେନାର ୫ଟି ଯୁଦ୍ଧ ଜାହାଜ, ବେଳାଭୂମିରେ ମାରୁଛି ପଇଁତରା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.