LIVE TV

ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲା, ଆସନ୍ତା ୨୫ ହେବ ସମସ୍ତ ଅଭିଯୁକ୍ତଙ୍କ ଜାମିନ ଶୁଣାଣି

NEWS7
high court

କଟକ ୨୩।୦୯ : ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲା ହାଇକୋର୍ଟରେ ଗିରଫ ଅଭିଯୁକ୍ତଙ୍କ ଜାମିନ ଆବେଦନ ଶୁଣାଣି ଘୁଞ୍ଚିଲା । ଆସନ୍ତା ୨୫ ତାରିଖରେ ହେବ ଜାମିନ ଆବେଦନର ଶୁଣାଣି। ବୋର୍ଡ ଉପ-ସଭାପତି ନିହାର ମହାନ୍ତିଙ୍କ ସମେତ ମୋଟ ୭ ଜଣଙ୍କ ଶୁଣାଣି ଘୁଞ୍ଚିଲା। ସେହିପରି ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ଆବେଦନ ଵି ୨୫କୁ ଘୁଞ୍ଚିଲା। ବାକି ଅନ୍ୟତମ ଅଭିଯୁକ୍ତ ଜୟନ୍ତ ରାଉତଙ୍କ ସହ ସମସ୍ତଙ୍କ ଏକା ସାଙ୍ଗେ ହେବ ଶୁଣାଣି।