ଟ୍ରିପଲ ମର୍ଡର ଅଭିଯୁକ୍ତର ମୃତ୍ୟୁ, ଶନିବାର ପିଇଦେଇଥିଲେ ବିଷ

NEWS7
netherlands-are-the-final-semi-finalists-in-the-fih

ଦେବଗଡ଼ ୧୫।୦୩ : ଦେବଗଡ ଟ୍ରିପଲ ମର୍ଡର ଅଭିଯୁକ୍ତ ରମେଶ ଗରିଆର ମୃତ୍ୟୁ ହୋଇ ଯାଇଛି। ଶନିବାର ପାଣି ଟାଙ୍କି ଉପରୁ ତାକୁ ଉଦ୍ଧାର କରିଥିଲା ଅଗ୍ନିଶମ ବିଭାଗ । ତେବେ ଉଦ୍ଧାର ପୂର୍ବରୁ ସେ ବିଷ ପିଇଦେଇଥିଲା । ଗୁରୁତର ଅବସ୍ଥାରେ ତାକୁ ଉଦ୍ଧାର କରି ବୁର୍ଲା ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଅଭିଯୁକ୍ତର ମୃତ୍ୟୁ ହୋଇଛି।