ଆରପାରିରେ ଓଲିଉଡ୍‌ର ଜଣାଶୁଣା ଫିଲ୍ମ ପ୍ରଯୋଜକ ରବିନ୍ଦ୍ର ସାହୁ, ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ

NEWS7
mass-education-department-write-letter-for-strict-action-against-school-open

ଭୁବନେଶ୍ୱର ୧୭।୧୨ : ପରଲୋକରେ ଓଡ଼ିଶାର ଜଣାଶୁଣା ସିନେ ପ୍ରଯୋଜକ ରବିନ୍ଦ୍ର ମୋହନ ସାହୁ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଖିବୁଜିଛନ୍ତି ରବିନ୍ଦ୍ର । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା । ରବିନ୍ଦ୍ରଙ୍କ ମୃତ୍ୟୁ ଖବର ଶୁଣି ଓଲିଉଡ ଖେଳିଯାଇଛି ଶୋକର ଛାୟା ।