ମେଷ– ଉତ୍ସାହ ଓ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟସ୍ଥଳରେ ମାନ-ସମ୍ମାନ ପାଇବେ। ବ୍ୟବସାୟୀଙ୍କ ପାଇଁ ନୂଆ ଡିଲ୍ ସାର୍ଥକ ହେବ। ଧନ ଆଗମନର ସୁଯୋଗ ରହିଛି। ପାରିବାରରେ ଖୁସି ଓ ଶାନ୍ତିର ମାହୋଲ ରହିବ। ଶିକ୍ଷାର୍ଥୀଙ୍କୁ ସଫଳତା ମିଳିପାରେ।
ବୃଷ– ଦିନଟି ବୃଷ ରାଶି ପାଇଁ ମଙ୍ଗଳକାରୀ। ଆର୍ଥିକ ଦିଗରେ ଲାଭଦାୟକ ଫଳ ମିଳିବ। ସମ୍ପର୍କରେ ସ୍ନେହ-ସମ୍ମାନ ବଢ଼ିବ। ବ୍ୟବସାୟରେ ନୂଆ ଯୋଜନା ଆରମ୍ଭ କରିପାରିବେ। ସାହିତ୍ୟ, କଳା କିମ୍ବା ସୃଜନଶୀଳ କାମରେ ପ୍ରଶଂସା ମିଳିବ। ମିତ୍ରଙ୍କ ସହିତ ମଙ୍ଗଳମୟ ସମୟ। ଭ୍ରମଣରୁ ଆନନ୍ଦ ଲାଭ।
ମିଥୁନ– ମିଥୁନ ରାଶି ପାଇଁ ଶୁଭ ସନ୍ଦେଶର ଦିନ। ଦୀର୍ଘଦିନର କୌଣସି ଇଚ୍ଛା ପୂର୍ଣ୍ଣ ହେବ। କାମରେ ପ୍ରଶଂସା ମିଳିବ। ବ୍ୟବସାୟୀଙ୍କୁ ଭଲ ଲାଭ ମିଳିବ। ଯାତ୍ରାରୁ ଲାଭ ହେବ। ଶିକ୍ଷାରେ ନୂଆ ସୁଯୋଗ ମିଳିବ।
କର୍କଟ– କାର୍ଯ୍ୟରେ ବାଧା ଓ ବିଳମ୍ବ ହୋଇପାରେ। ଅନାବଶ୍ୟକ ଖର୍ଚ୍ଚ ହୋଇପାରେ । ପରିବାରରେ କିଛି ବିବାଦ ସମ୍ଭାବନା ରହିଛି। ମନରେ ଚିନ୍ତା-ଭୟ ବଢ଼ିପାରେ। ସତର୍କ ରହି କାମ କରନ୍ତୁ।
ସିଂହ– ଦିନଟିରେ କାର୍ଯ୍ୟକ୍ଷେତ୍ରରେ ଭଲ ସୁଯୋଗ ମିଳିବ। ବ୍ୟବସାୟରେ ଲାଭର ସମ୍ଭାବନା ରହିଛି । ଧନ ସଞ୍ଚୟରେ ବୃଦ୍ଧି ଘଟିବ। ପରିବାରରେ ସୁଖ-ଶାନ୍ତି। ସାହିତ୍ୟ, ସଂଗୀତ କିମ୍ବା କଳାରେ ସାର୍ଥକତା। ସ୍ନେହ-ପ୍ରେମରେ ନୂଆ ଆଶା। ସ୍ୱାସ୍ଥ୍ୟ ଭଲ ରହିବ।
କନ୍ୟା– କନ୍ୟା ରାଶି ପାଇଁ ଦିନଟି ଶୁଭଦାୟକ। କାର୍ଯ୍ୟରେ ନୂତନ ପ୍ରସ୍ତାବ ଆସିପାରେ। ବ୍ୟବସାୟରେ ଶୁଭ-ସୁଯୋଗ। ପାରିବାରିକ ସାହାଯ୍ୟ ମିଳିବ। ଶିକ୍ଷାରେ ସାର୍ଥକତା ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ।
ତୁଳା– ସଫଳତାର ଦିନ। ନିଜ ପ୍ରୟାସରେ ମହତ୍ତ୍ୱପୂର୍ଣ୍ଣ କାମ ସାରିପାରିବେ। ପରିବାରରେ ଖୁସି। ବ୍ୟବସାୟରେ ନୂଆ ଅର୍ଥିକ ସୁଯୋଗ ମିଳିବ। ପ୍ରିୟଜନଙ୍କ ସହିତ ମଙ୍ଗଳମୟ ସମୟ। ଧନ-ଧାନ୍ୟରେ ବୃଦ୍ଧି ହେବ। ଭ୍ରମଣରୁ ଲାଭ ମିଳିବ। ନୂଆ ପରିକଳ୍ପନାରେ ସଫଳତା।
ବିଛା– ସମୟ ଖରାପ ରହିପାରେ। ପାରିବାରେ ମନୋମାଳିନ୍ୟ ହୋଇପାରେ। ଧନ ଆଗମନରେ ବାଧା ହୋଇପାରେ। ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବା ଦରକାର।
ଧନୁ– ରାଶି ପାଇଁ ଦିନଟି ମଙ୍ଗଳକାରୀ। କାର୍ଯ୍ୟସ୍ଥଳରେ ପ୍ରଶଂସା। ବ୍ୟବସାୟରେ ଧନ-ଲାଭ। ପରିବାରରେ ସୁଖ। ସ୍ନେହ-ପ୍ରେମରେ ସାର୍ଥକତା। ମିତ୍ରଙ୍କ ସହିତ ମଙ୍ଗଳମୟ ସମୟ। ଯାତ୍ରାରେ ଲାଭ। ସ୍ୱାସ୍ଥ୍ୟ ଭଲ ରହିବ।
ମକର– ଦିନଟି ଶୁଭ ରହିବ । ଦୀର୍ଘଦିନର କାମ ସାରିପାରିବେ। ବ୍ୟବସାୟରେ ନୂଆ ଯୋଜନା ସଫଳ। ପରିବାରରେ ଖୁସି। ଧନ-ଧାନ୍ୟରେ ବୃଦ୍ଧି। ସ୍ନେହଜନଙ୍କ ସହିତ ଭଲ ସମ୍ପର୍କ। ମିତ୍ରଙ୍କୁ ସହାଯ୍ୟ କରିବାର ସୁଯୋଗ। ଯାତ୍ରାରେ ମଙ୍ଗଳ।
କୁମ୍ଭ– ରାଶି ପାଇଁ ଦିନଟି ଭଲ ରହିବ। କାର୍ଯ୍ୟରେ ଉନ୍ନତି ହେବ। ବ୍ୟବସାୟରେ ଲାଭର ସୁଯୋଗ ରହିଛି। ପରିବାରରେ ସୁଖ-ଶାନ୍ତି ରହିବ। ଶିକ୍ଷାରେ ସଫଳତା ମିଳିବ।
ମୀନ– ଦିନରେ କାର୍ଯ୍ୟରେ ବାଧା ଉପୁଜିପାରେ। ମାନସିକ ଚାପ ବଢିପାରେ। ସ୍ୱାସ୍ଥ୍ୟକୁ ନେଇ ସାବଧାନ ରୁହନ୍ତୁ। ପରିବାରରେ କିଛି ବାଦ ବିବାଦ ହୋଇପାରେ। ଆର୍ଥିକ କ୍ଷତି ହୋଇପାରେ।
ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ
୮୨୪୯୮୨୬୬୮୨