ଅଲ୍‌ବିଦା ନାଲି ଚିଠି ବାକ୍ସ, ଆଉ ପ୍ରିୟଜନଙ୍କୁ ପଠାଇହେବନି ମନର କଥା

Published By : Prameya-News7 Bureau | August 07, 2025 IST

ନୂଆଦିଲ୍ଲୀ ୦୭/୦୮: ସେପ୍ଟେମ୍ୱର ପହିଲାରୁ ପାଲଟିଯିବ ଇତିହାସ । ସବୁଠୁ ପୁରୁଣା ଓ ବିଶ୍ୱସ୍ତ ଉପାୟ, ପଞ୍ଜିକୃତ ପୋଷ୍ଟ, ଆନୁଷ୍ଠାନିକ ଭାବରେ ବନ୍ଦ ହେବାକୁ ଯାଉଛି । ବାପା ମାଆ, ଶିକ୍ଷକ, ଓକିଲ ଓ ସରକାରୀ ବାବୁମାନେ ଦଶନ୍ଧି ଧରି ଯେଉଁ ସେବା ଉପରେ ନିର୍ଭର କରିଆସିଛନ୍ତି ତାହା ସବୁଦିନ ପାଇଁ ବନ୍ଦ ହେବାକୁ ଯାଉଛି। ତଥାପି, ସବୁକିଛି ହଜିଯାଇନାହିଁ। 


ଇଣ୍ଡିଆ ପୋଷ୍ଟ ଏହାକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରୁନାହିଁ । ବରଂ ସ୍ପିଡ୍ ପୋଷ୍ଟ ସହିତ ମିଶ୍ରଣ କରୁଛି। ତେଣୁ ଏହାର ମୂଳ ବୈଶିଷ୍ଟ୍ୟଗୁଡ଼ିକ ଏପର୍ଯ୍ୟନ୍ତ ଉପଲବ୍ଧ ରହିବ। କେବଳ ଏତିକି ଯେ ଏବେ ସେଗୁଡ଼ିକୁ ସ୍ପିଡ୍ ପୋଷ୍ଟ ସହିତ ଯୋଡ଼ାଯିବ, ଯାହା ହୁଏତ ସ୍ପିଡ୍ ହେବ କିନ୍ତୁ ଟିକେ ଅଧିକ ମହଙ୍ଗା । କେମିତି ଥିଲା ନାଲି ଚିଠି ବାକ୍ସର ଯାତ୍ରା ଆସନ୍ତୁ ଜାଣିବା... 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.