ଥାନାରେ ହ୍ୟୁମାନଙ୍କ ମାଆ ଶେଫାଳୀ ସୁନା, ପୁଅଙ୍କୁ ମାରିଦିଆଯାଇଥିବାର ଆଣିଲେ ଅଭିଯୋଗ

NEWS7
how-much-do-the-owners-lose-if-they-lose-an-ipl-match

କଟକ ୨୧।୧୨ : ଥାନାରେ ହ୍ୟୁମାନ ସାଗରଙ୍କ ମାଆ ଶେଫାଳୀ ସୁନା । କଟକ ମର୍କତ ନଗର ଥାନାରେ ଦ୍ୱାରସ୍ଥ ହେଲେ ସ୍ୱର୍ଗତ ହ୍ୟୁମାନ ସାଗରଙ୍କ ମାଆ ଶେଫାଳୀ ସୁନା । ହ୍ୟୁମାନଙ୍କର ମୃତ୍ୟୁ ହୋଇନାହିଁ ବରଂ ତାଙ୍କୁ ଜାଣିଶୁଣି ମାରିଦିଆଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ମାଆ ଶେଫାଳୀ ।