ଅଲିଙ୍କ ସହ ଲିଭ୍-ଇନ୍‌ରେ ରହୁଛନ୍ତି ଜସ୍ମିନ୍, 4BHK ଆପାର୍ମେଣ୍ଟରେ ଏକାଠି ରଖିଛନ୍ତି କୁରାନ-ନାନକଙ୍କ ଫଟୋ

NEWS7
historic-kumbh-mela-begins-in-karnataka

ନୂଆଦିଲ୍ଲୀ ୧୬।୦୧; ଜସ୍ମିମ୍ ଭସିନ୍ ଏବଂ ଅଲି ଗୋନି ବର୍ଷ ବର୍ଷ ଧରି ରିଲେଶନ୍ରେ ଅଛନ୍ତି। ବିବାହ ପୂର୍ବରୁ ଦୁହେଁ ଲିଭ୍-ଇନ୍ରେ ରହୁଛନ୍ତି। ଦମ୍ପତି ବହୁତ ଉତ୍ସାହ ଏବଂ ଭାବପ୍ରବଣତା ସହିତ ସେମାନଙ୍କର ନୂତନ ଘର ନିର୍ମାଣ କରିଥିଲେ।