ସବୁ ବ୍ଲକ୍‌ରେ ଆରମ୍ଭ ହେବ ଗ୍ରାମ ନ୍ୟାୟାଳୟ, ଆଇନ ବ୍ୟବସ୍ଥା ଉପରେ କମିବ ଚାପ : ପୃଥ୍ବୀରାଜ ହରିଚନ୍ଦନ

Published By : Prameya-News7 Bureau | November 07, 2024 IST

ଭୁବନେଶ୍ବର ୭।୧୧: ଲୋକଙ୍କ ଡୋର୍ ଷ୍ଟେପ୍‌ରେ ପହଞ୍ଚିବ ନ୍ୟାୟ । ସବୁ ବ୍ଲକ୍‌ରେ ଗ୍ରାମ ନ୍ୟାୟାଳୟ ଆରମ୍ଭ ହେବ ବୋଲି ଭାରତୀୟ ନ୍ୟାୟ ସଂହିତା ଜାଗୃତିକରଣ କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ପ୍ରଥମେ ୬ଟି ଗ୍ରାମ ନ୍ୟାୟାଳୟ ଆରମ୍ଭ ପାଇଁ ଅନୁମତି ଦିଆଯାଇଛି । ପରେ ରାଜ୍ୟରେ ସମସ୍ତ ବ୍ଲକ୍‌ରେ ଗ୍ରାମ ନ୍ୟାୟାଳୟ ଖୋଲିବ । 

ଗ୍ରାମ ନ୍ୟାୟାଳୟ ଖୋଲିଲେ ମାମଲା ସଂଖ୍ୟା କମିବ । ଆଇନ ବ୍ୟବସ୍ଥା ଉପରେ ଚାପ କମିବ । ଯାହାଦ୍ୱାରା ସାଧାରଣ ଲୋକ ତ୍ୱରିତ ନ୍ୟାୟ ପାଇପାରିବ । ଗ୍ରାମ ନ୍ୟାୟାଳୟରେ ମଧ୍ୟସ୍ତତା ମାଧ୍ୟମରେ ମାମଲା ସମାଧାନ କରିବାରେ ସହାୟକ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।


You Can Read:

ସରକାରରେ ଥିଲେ ସବୁ ତାଙ୍କ କଳ ଥିଲା, ତାପରେ ବି ହାରିଲେ : ଲକ୍ଷ୍ମଣ ବାଗ୍

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.