ସରକାରଙ୍କୁ ଡ୍ରପ ଆଉଟ୍ ଟେନ୍‌ସନ୍‌ : ସ୍କୁଲ୍‌ରେ ପିଲା ସପ୍ତାହେ ଅନୁପସ୍ଥିତ ରହିଲେ, ଘରକୁ ଯିବେ ଶିକ୍ଷକ

NEWS7
fire-breaks-out-at-croma-showroom-in-mumbai

ଭୁବନେଶ୍ୱର ୧୦।୦୧ : ବଢୁଛି ଡ୍ରପ ଆଉଟ୍ ହାର । ଯାହାକୁ ନେଇ ଚିନ୍ତାରେ ରାଜ୍ୟ ସରକାର । ଯଦି କୌଣସି ପିଲା ସ୍କୁଲକୁ ସପ୍ତାହେ ଧରି ଅଆସନ୍ତି, ତେବେ ଘରକୁ ସ୍କୁଲକୁ କର୍ତ୍ତୃପକ୍ଷ ଯିବେ । କାହିଁକି ସ୍କୁଲ ଆସୁନ ? କଣ ଅସୁବିଧା ରହିଛି ? ଏହି ସମସ୍ତ ତଥ୍ୟ ସଂଗ୍ରହ କରିବେ। ବାପା-ପାଆଙ୍କ ସହିତ ଆଲୋଚନା କରିବେ । ସ୍କୁଲକୁ ପୁଣି ଫେରାଇ ଆଣିବେ । ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରିଛି ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ।